//BREAKING//
Loading...

ଗିରିସୋଲା କ୍ଲଷ୍ଟର ସ୍ତରୀୟ ଦ୍ୱିତୀୟ MCM କାର୍ଯ୍ୟକ୍ରମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଏରେଣ୍ଡ୍ର। ଠାରେ ଅନୁଷ୍ଠିତ ହୋଇଥିଲା।



 ଗିରିସୋଲା କ୍ଲଷ୍ଟର ସ୍ତରୀୟ ଦ୍ୱିତୀୟ MCM କାର୍ଯ୍ୟକ୍ରମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଏରେଣ୍ଡ୍ର। ଠାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ନଅ ଟି ବିଦ୍ୟାଳୟ ରୁ ନଅ ଜଣ ପ୍ରଧାନ ଶିକ୍ଷକ ଓ ନଅ ଜଣ FLN ଶିକ୍ଷକ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଭାବେ ଚିକିଟି ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ତ୍ରିନାଥ ମଲ୍ଲିକ ଯୋଗ ଦେଇଥିଲେ। କ୍ଲଷ୍ଟର ର ସଂଯୋଜକ ଶ୍ରୀ B. ଭେଙ୍କେଟ ରାଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ର ରୂପରେଖ ବାଲବାଟିକା, ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀ ନିମନ୍ତେ FLN ର ଅଗଷ୍ଟ ମାସର ପାଠ ବିଷୟରେ ଆଲୋଚନା କରାଯାଇଥିଲା। ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ଗାଣ୍ଡୁ ସେଠି ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।ଏଥି ସହ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ K.ସୁବାଣୀ ର ଷଷ୍ଠ ଶ୍ରେଣୀ ଛାତ୍ରୀ ତପସ୍ୱିନୀ ମହାପାତ୍ର ନବୋଦୟ ପାଇଥିବାରୁ ସେ ଛାତ୍ରୀ କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।


Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe