//BREAKING//
Loading...

ବିରୋଧୀଙ୍କୁ ଝଟକା ବିଜେପି କୁ ଫେରିଲେ ଉତ୍ତମ ପାଣିଗ୍ରାହୀ


 


7/10/22




( ସ୍ୱତନ୍ତ୍ର ନ୍ୟୂଜ଼ )ଦିଗପହଣ୍ଡି ଯାତ୍ରାରେ ପୂଜା କମିଟି ତରଫରୁ ନିମନ୍ତ୍ରିତ ହୋଇ ବିଜେପି ରାଜ୍ୟ ଉପସଭାପତି ଭୁଗୁ ବକ୍ସି ପାତ୍ର ଓ ଉତ୍ତମ ପାଣିଗ୍ରାହୀ ମା ଠାକୁରାଣୀଙ୍କ ଦର୍ଶନ ଲାଭ କରିଥିଲେ ତାଙ୍କ ସହ ବିଜେପି ର ଗୋକର୍ଣ୍ଣପୁର ମଣ୍ଡଳ ସଭାପତି ଖଲି ମହାପାତ୍ର ପଦ୍ମନାଭପୁର ମଣ୍ଡଳ ସଭାପତି ଶୁଭ୍ରାଂଶୁ ପ୍ରଧାନ NAC ଦିଗପହଣ୍ଡି ମଣ୍ଡଳ ସଭାପତି  ସୁରେଶ ପୂଜାରୀ , ଗଜେନ୍ଦ୍ର ଚୌଧୁରୀ, ରଘୁନାଥ ମହାପାତ୍ର , ପୁର୍ଣ ଗୌଡ଼ ,ଜାଗିଲି ଭାଇ ,ସନ୍ତୋଷ ବେହେରା , ଗଣେଶ ସେଠି ,ତପନ ଅଧିକାରୀ ,ଅଭି ମନ୍ୟୁ ସେଠି ,ନିରାକାର ସେଠି , ରୁଦ୍ର ଖଣ୍ଡୁଆଳ ,ସୁଯ୍ୟ ପଣ୍ଡା ,ଜୟଦେବ ଗୌଡ଼ , କାହ୍ନା   ରେଡଡି , ସୁରେଶ ପ୍ରଧାନ , କୁନା ସାମନ୍ତରା , ନିରାକାର ସାହୁ , ଟୁକୁନା ସାହୁ ,ଶୁଭେନ୍ଦୁ ପାଢ଼ୀ ଏମାନେ ସବୁ ଉପସ୍ଥିତ ଥିଲେ ା ଯାତ୍ରା କମିଟି ଉତ୍ତମ ପାଣିଗ୍ରାହୀ ଓ ଭୁ ଗୁ ବକ୍ସସି ପାତ୍ରଙ୍କୁ ଷ୍ଟେଜରେ ଡାକି ସମ୍ମାନିତ କରିଥିଲେ | ଉତ୍ତମ ପାଣିଗ୍ରାହୀ ଦିଗପହଣ୍ଡି ବାସୀଙ୍କ ପାଇଁ ମଙ୍ଗଳ କାମନା କରିଥିଲେ | କିଛିଦିନ ତଳେ ମେଡ଼ିଆ ରେ କିଛି ଗୁଜବ ହୋଇଥିଲାଯେ ଉତ୍ତମ ପାଣିଗ୍ରାହୀ ବିଜେପି ଦଳ ଛାଡି ଦେଲେ କିନ୍ତୁ ଆଜିର ପ୍ରୋଗ୍ରାମ ରେ ବିଜେପି ରାଜ୍ୟ ଉପସଭାପତି ବୁଗୁ ବକ୍ସସି ପାତ୍ର ଓ ଉତ୍ତମ ପାଣିଗ୍ରହୀଙ୍କୁ ଏକା ସାଙ୍ଗରେ ଦେଖିବାକୁ ମିଳିଥିଲା ଆମେ ଉତ୍ତମ ପାଣିଗ୍ରାହୀଙ୍କୁ ପଚାରି ବୁଝିଥିଲୁ ଯେ ସେ କହିଲେ ତାଙ୍କରି ଇସ୍ତଫା ଗ୍ରହଣ ହୋଇନାହିଁ ସେ ବିଜେପି ରେ ଅଛନ୍ତି ଓ ବିଜେପି ପାଇଁ କାମ କରିବେ ବୋଲି କହିଥିଲେ |

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe