//BREAKING//
Loading...

କ୍ୟବିନେଟ କେଉଁ ରାଜ୍ୟ ରୁ କିଏ କିଏ ମନ୍ତ୍ରୀ.....

 


ଭୁବନେଶ୍ୱର :- ( ସ୍ୱତନ୍ତ୍ର ନ୍ୟୂଜ଼ )ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିବା ପୂର୍ବରୁ କେନ୍ଦ୍ର କ୍ୟାବିନେଟ୍‌କୁ ନେଇ ଚାଲୁଥିବା ଚର୍ଚ୍ଚାରେ ବିରାମ ଲାଗିଛି। ଏଥିରେ ସ୍ଥାନ ପାଇବାକୁ ଥିବା ମନ୍ତ୍ରୀ ତାଲିକାରେ ରାଜନାଥ ସିଂ, ନୀତିନ ଗଡକରୀ, ଅମିତ ଶାହା, ନିର୍ମଳା ସୀତାରମଣଙ୍କୁ ପୁଣି ସୁଯୋଗ ମିଳିଛି। ଏହାଛଡ଼ା ଅଶ୍ୱିନୀ ବୈଷ୍ଣବ, ପୀୟୁଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ମଧ୍ୟ ସାମିଲ ଅଛନ୍ତି।

ଜାଣନ୍ତୁ କେନ୍ଦ୍ର କ୍ୟାବିନେଟରେ କିଏ ପାଇଲେ ସ୍ଥାନ?

-ରାଜନାଥ ସିଂ-ଉତ୍ତରପ୍ରଦେଶ

-ନୀତିନ ଗଡ଼କରୀ-ମହାରାଷ୍ଟ୍ର

-ଅମିତ ଶାହା-ଗୁଜରାଟ

- ନିର୍ମଳା ସୀତାରମଣ-ତାମିଲନାଡ଼ୁ

-ଅଶ୍ୱିନୀ ବୈଷ୍ଣବ-ଓଡ଼ିଶା

-ପୀୟୁଷ ଗୋଏଲ-ମହାରାଷ୍ଟ୍ର

-ମନସୁଖ ମାଣ୍ଡବିୟ-ଗୁଜରାଟ

-ଅର୍ଜୁନ ମେଘଓ୍ବାଲ-ରାଜସ୍ଥାନ

-ଶିବରାଜ ସିଂ-ମଧ୍ୟପ୍ରଦେଶ

-ଅନ୍ନାମଲାଇ-ତାମିଲନାଡ଼ୁ

-ସୁରେଶ ଗୋପି-କେରଳ

-ମନୋହର ଖଟ୍ଟର-ହରିଆଣା

-ସର୍ବାନନ୍ଦ ସୋନୋଓ୍ବାଲ-ପୂର୍ବୋତ୍ତର

-କିରନ ରିଜିଜୁ-ପୂର୍ବୋତ୍ତର

-ରାଓ ଇନ୍ଦ୍ରଜିତ-ହରିଆଣା

-ଜିତେନ୍ଦ୍ର ସିଂ-ଜମ୍ମୁ କଶ୍ମୀର

-କମଲଜୀତ ସହରାଓ୍ବତ-ଦିଲ୍ଲୀ

-ରକ୍ଷା ଖଡସେ-ମହାରାଷ୍ଟ୍ର

-ଜି କିଶନ ରେଡ୍ଡି-ତେଲଙ୍ଗାନା

-ହରଦୀପ ପୁରୀ-ପଞ୍ଜାବ

-ନିତ୍ୟାନନ୍ଦ ରାୟ-ବିହାର

-ବନ୍ଦି ସଞ୍ଜୟ କୁମାର-ତେଲଙ୍ଗାନା

-ପଙ୍କଜ ଚୌଧୁରୀ-ଉତ୍ତରପ୍ରଦେଶ

-ବିଏଲ୍‌ ବର୍ମା-ଉତ୍ତରପ୍ରଦେଶ

-ଅନ୍ନପୂର୍ଣ୍ଣା ଦେବୀ-ଝାରଖଣ୍ଡ

-ରବନୀତ ସିଂ ବିଟ୍ଟୁ-ପଞ୍ଜାବ

-ଶୋଭା କରନ୍ଦଜାଲେ-କର୍ନାଟକ

-ହର୍ଷ ମଲହୋତ୍ରା-ଦିଲ୍ଲୀ

-ଜିତିନ ପ୍ରସାଦ-ୟୁପି

-ଭାଗିରଥ ଚୌଧୁରୀ-ରାଜସ୍ଥାନ

-ସିଆର୍‌ ପାଟିଲ-ଗୁଜରାଟ

-ଅଜୟ ଟମ୍‌ଟା-ଉତ୍ତରାଖଣ୍ଡ

-ଧର୍ମେନ୍ଦ୍ର ପ୍ରଧାନ-ଓଡ଼ିଶା

-ଗଜେନ୍ଦ୍ର ସିଂ ଶେଖାଓ୍ବତ-ରାଜସ୍ଥାନ

-ଜ୍ୟୋତିରାଦିତ୍ୟ ସିନ୍ଧିଆ-ମଧ୍ୟପ୍ରଦେଶ


Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe