ବ୍ରହ୍ମପୁର : ( ସ୍ୱତନ୍ତ୍ର ନ୍ୟୁଜ଼ )ବ୍ରହ୍ମପୁର ନେହୁରୁ ପାର୍କ ନିକଟସ୍ଥ ବିଜେପି କାର୍ଯ୍ୟାଳୟ ଠାରେ ଆଦିବାସୀ ଯୁବ, ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ଜନଜାତି ଜନନାୟକ ଶହୀଦ ବିର୍ସା ମୁଣ୍ଡାଙ୍କ ୧୨୫ତମ ବଳିଦାନ ଦିବସକୁ ଗଞ୍ଜାମ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ କୀର୍ତ୍ତନ ଦାସ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସାଧାରଣ ସମ୍ପାଦକ ତ୍ରିନାଥ ନାୟକଙ୍କ ନେତୃତ୍ୱରେ ଓ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ ସରୋଜ ସାବତଙ୍କ ଅଧ୍ୟକ୍ଷତାରେ ତାଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।*
*ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ରେ SC ମୋର୍ଚ୍ଚା ଓ ସମାଜ ସେବୀ ଶ୍ରୀମତୀ ରବିବାରି ଦାସ,ଅମର ଦାସ,ଚିକୁ ଦାସ,ଋଷିକେଶ ବେହେରା, ଶୁଭମ ଦାସ,ହିମେଶ ଦାସ,ନିରୂପମା ନାହାକ,ବସନ୍ତ ଦାସ,ସରସ୍ୱତୀ ଦାସ,ଶିବାନୀ ଦାସ,କାଜଲ ଦାସ,ଜୋତି ଦାସ,ବର୍ଷା ନାହାକଙ୍କ ସହ ବହୁ ବୁଦ୍ଧିଯିବି ଓ ବିଜେପି ଗଞ୍ଜାମ ଜିଲ୍ଲା SC ମୋର୍ଚ୍ଚା କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।*
Post a Comment