ବ୍ରହ୍ମପୁର ( ସ୍ୱତନ୍ତ୍ର ନ୍ୟୁଜ଼ )ଆଦ୍ୟ ତା ୨୧/୧/୨୫ ରିଖରେ ରୋଟାରି କ୍ଲବବ୍ରହ୍ମପୁର ମିଡ଼ଟାଉନ ତରଫରୁ ପାନୀୟ ଜଳ ପ୍ରକଳ୍ପ, କଲ୍ୟାଣୀ ପବ୍ଲିକ ସ୍କୂଲ ରେ ଅନୁଷ୍ଠାନିକ ଭାବେ ଉଦଘାଟନ ହୋଇଯାଇଛି। ରୋଟାରି ଜିଲ୍ଲା ୩୨୬୨ର ଗଭୋର୍ନର ରୋଟାରୀଆନ ୟlଜ୍ଞlସିଶ ମହାପାତ୍ର ଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ଏହିଉପଲକ୍ଷେ ଅନୁଷ୍ଠିତ ଉତ୍ସବ ରେ ଯୁବ ସମାଜ ସେବକ ତଥା ରୋଟାରି କ୍ଲବ ବ୍ରହ୍ମପୁର ର ସଭାପତି ରୋଟାରୀଆନ ସ୍ୱାଧୀନ କୁମାର ପାତ୍ର ସନ୍ମlନୀୟ ଅତିଥି ଭାବେ ଯୋଗଦେଇଥିଲେ। କ୍ଲବ ସଭାପତି ସମାଜକୁ କିଛି ବାର୍ତା ଦେଇ ନିଜର ଅନୁଭୁତି ପ୍ରକାଶ କରିଥିଲେ। ଏବଂ ନାରୀ ନେତ୍ରୀ ତଥା ସୃଜନୀ ର ମୁଖ୍ୟ,ଆସିଷ୍ଟାଣ୍ଟ ଗଭର୍ଣ୍ଣର ରୋଟାରୀଆନ ବନ୍ଦିତା ସାହୁ ତ୍ରିପାଠୀ, ରୋଟାରୀଆନ ସନ୍ଧ୍ୟା ମେଡମ, ରୋଟାରୀଆନ ଅଶୋକ ସାହୁ, ଏବଂ କଲ୍ୟାଣୀ ପବ୍ଲିକ ସ୍କୂଲ ର ଅଧକ୍ଷ ସ୍ୱରୂପା ପାତ୍ର, ରେଣୁକା ମହାପାତ୍ର,କଲ୍ୟାଣୀ ମହାରଣା, ଜୟଶ୍ରୀ ଚୌଧୁରୀ, ଟି ଝାନ୍ସୀ,ଅଞ୍ଜଳି ଚୌଧୁରୀ, ପୁଷ୍ପା ସାହୁ ଓ ଲିଜ଼ା ପାତ୍ର ସମସ୍ତେ କାଯ୍ୟକ୍ରମ କୁ ସୂଚlରୁ ରୂପେ ସମ୍ପlଦlନ କରିଥିଲେ। ଶେଷରେ ରୋଟାରି ଜିଲ୍ଲା ୩୨୬୨ର ଗଭୋର୍ନର ରୋଟାରୀଆନ ୟlଜ୍ଞlସିଶ ମହାପାତ୍ର ଆହୁରି କିପରି ଯଥେଷ୍ଟ ପ୍ରକଳ୍ପ ହୋଇପାରିବ ସଭାପତିଙ୍କୁ ଉପଦେଶ ଦେଇଥିଲେ। ଶେଷରେ ଅନୁଷ୍ଠାନ ର ଅଧକ୍ଷା ସରୁପା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Post a Comment