//BREAKING//
Loading...

ଜଗବନ୍ଧୁ ସାହିର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ବାର୍ଷିକ ଉତ୍ସବ ପାଳନ ଅନୁଷ୍ଠିତ

 


ବ୍ରହ୍ମପୁର *ଅଦ୍ୟ ତା ୨୧.୦୧.୨୦୨୫ ( ସ୍ୱତନ୍ତ୍ର ନ୍ୟୁଜ଼ )ମଙ୍ଗଳବାର ଦିନ ଜଗବନ୍ଧୁ ସାହିର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ବାର୍ଷିକ ଉତ୍ସବ ପାଳନ ଅନୁଷ୍ଠିତ ହୋଇଯାଇଛି।*ରଙ୍ଗେଇଲୁଣ୍ଡା ବ୍ଲକ (BRCC)ଶ୍ରୀଯୁକ୍ତ ଜଗନ୍ନାଥ ଭୂୟାଁଙ୍କ ଅଦକ୍ଷତାରେ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଉତ୍ସବରେ ସ୍ଥାନୀୟ କପ୍ରୋରେଟର N ଆପ୍ପା ରାଓ,(CRCC)U ଭାରତୀ ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ରନାଥ ସାବତ, SMC ସଭାପତି T ରଞ୍ଜନ କୁମାର ପାତ୍ର,ଅନ୍ତର୍ଜାତୀୟ ପୁରସ୍କାର କ୍ଷୁଦ୍ର ଚଳଚ୍ଚିତ୍ର ନିର୍ଦ୍ଦେଶକ ତ୍ରିନାଥ ନାୟକ,ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କମଳ କୁମାରୀ ମହାନ୍ତି,ସ୍ମାତକ ଶିକ୍ଷୟିତ୍ରୀ T ରୁକ୍ମଣୀ,ସ୍ମାତକ ଶିକ୍ଷୟିତ୍ରୀ କମଳ କୁମାରୀ ପଟ୍ଟନାୟକ, ସରକାରୀ ଶିକ୍ଷକ ପି ଭି ରମଣ ପାତ୍ର, ନଚିତା କୁମାରୀ ସାହୁ,ସୁମିତ୍ରା କୁମାରୀ ବଲ୍ଭଭାଇ ଓ ସୁଜାତା କୁମାରୀ ପଣ୍ଡା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ ।

ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହାଇଥିଲା ଓ ବାର୍ଷିକ କ୍ରୀଡା ପ୍ରତିଯୋଗିତାର ପୁରସ୍କାର ବିତରଣ କରାଯାଇଥିଲା । ପିଲା ମାନଙ୍କ ଦ୍ଵାରା ଲିଖିତ ଦୁଇଟି ପୁସ୍ତକ 'କଳିକା,କୁନି କଳ୍ପନା ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା ।




Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe