//BREAKING//
Loading...

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ


 ବ୍ରହ୍ମପୁର୨୧/୦୧  ( ସ୍ୱତନ୍ତ୍ର ନ୍ୟୁଜ଼ )ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆୟୋଜିତ ଆତ୍ମ ସୁରକ୍ଷା ତାଲିମ ଉଦଯାପିତ ହୋଇଯାଇଛି। ଅଧକ୍ଷ ଡ୍ ରାଧାକାନ୍ତ ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।ସଂଯୋଜି କା ସଂଘମିତ୍ରା ମହାପାତ୍ର ପ୍ରାରମ୍ଭିକ ସୂଚନା ଦେଇଥିଲେ ।ଜିଲ୍ଲା ସଂଯୋଜକ ରୀଙ୍କୁ ରାଜ୍ ବେହେରା କାଯ୍ୟକ୍ରମ୍ ପରିଚାଳନା କରିଥିଲେ । ଉଷାରାଣୀ ପାତ୍ର ଓ ହେମାଞ୍ଜଳି ଖାର୍ସେଲ୍ ଛାତ୍ରୀ ମାନଙ୍କୁ ତାଲିମ ଦେଇଥିଲେ ।ଶେଷରେ ଅଧ୍ୟାପିକା ଡ୍ ସନ୍ଧ୍ୟାରାଣି ପଟ୍ଟନାୟକ ଧନ୍ୟବାଦ୍ ଦେଇଥିଲେ ।



Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe