//BREAKING//
Loading...

ରକ୍ଷା ବନ୍ଧନ ରେ ରାକ୍ଷାସ ସାଜିଲା ଭାଇ*

 



ବ୍ରହ୍ମପୁର :- ( ସ୍ୱତନ୍ତ୍ର ନ୍ୟୂଜ଼ )ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଜଗନ୍ନାଥବିହାରରେ ଅଭାବନୀୟ ଘଟଣା ଘଟିଛି ।ନାବାଳକ ଭାଇ ଓ ନାବାଳିକା ଭଉଣୀକୁ ଖଣ୍ଡାରେ ଆକ୍ରମଣ କରିଛି ସମ୍ପର୍କୀୟ ଭାଇ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ବ୍ରହ୍ମପୁର ବଡ ମେଡିକାଲ ରେ ଭର୍ତ୍ତି କରାଯାଇଥିବା ବେଳେ ୧୩ ବର୍ଷିୟ ଭଉଣୀ ପ୍ରଜକ୍ତା ପାଣିଗ୍ରାହୀର ମୃତ୍ଯୁ ଘଟିଛି ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe