//BREAKING//
Loading...

ରୋଟାରୀ କ୍ଲବ ଓ ସୃଜନୀ ପରିବାର ତରଫରୁ ସନ୍ମାନିତ ହେଲେ ବ୍ରହ୍ମପୁର ପ୍ରେସ କ୍ଲୁବ ର ବିଜୟୀ ସଦସ୍ୟା ଗଣ....

ବ୍ରହ୍ମପୁର :- ( ସ୍ୱତନ୍ତ୍ର ନ୍ୟୂଜ଼ )ରୋଟାରି କ୍ଲବ ବ୍ରହ୍ମପୁର ମିଡ଼ଟାଉନ ଓ ସୃଜନୀ ପରିବାର ତରଫରୁ ପ୍ରେସ କ୍ଲବ ବ୍ରହ୍ମପୁର ର ବିଜୟୀ ସଭାପତି ଅଶୋକ ବ୍ରହ୍ମ।, ସହ ସମ୍ପାଦକ ଗୋପାଳ ରେଡ୍ଡୀ ଓ କୋଷାଧକ୍ଷ ଶିବନାରାୟଣ ପଣ୍ଡା ଙ୍କୁ  ରୋଟାରୀ କ୍ଲବ ର ସଭାପତି ରୋଟାରୀଆନ ସ୍ୱାଧୀନ କୁମାର ପାତ୍ର, ସହ ପ୍ରାନ୍ତପାଳିକା ରୋଟାରୀଆନ ବନ୍ଦିତା ତ୍ରିପାଠୀ, ରୋଟାରୀଆନ ଅଶୋକ ତ୍ରିପାଠୀ, ଅଧ୍ୟାପିକା ସନ୍ଧ୍ୟାରାଣୀ ପଟ୍ଟନାୟକ ଓ the schalar acadamy ର ଛାତ୍ର ଛାତ୍ରୀ ମାନେ ସମସ୍ତଙ୍କୁ ରାକ୍ଷୀ ବାନ୍ଧି,ପୁଷ୍ପ ଗୁଚ୍ଛ ଓ ଉପଢପନ ଦେଇ ସମ୍ମାନିତ ହେଲେ.









Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe