ସ୍ୱତନ୍ତ୍ର ନ୍ୟୂଜ଼ ( ବ୍ରହ୍ମପୁର )
*ବ୍ରହ୍ମପୁର ବିଧାନସଭା ସ୍ୱାଧୀନ ପ୍ରାର୍ଥୀ ଶ୍ରୀଯୁକ୍ତ ଶିବଶଙ୍କର ଦାସଙ୍କ ପ୍ରଚାର ଆଜି ସକାଳୁ ଗାନ୍ଧୀନଗର ସ୍ଥିତ ଯୋଗ କେନ୍ଦ୍ର, ଫାଷ୍ଟଗେଟ୍, ପୁରୁଣା ବ୍ରହ୍ମପୁର ମେଣ୍ଟୁ ଛକ, ବିନାୟକ ଆଚାର୍ଯ୍ୟ କଲେଜ୍ ଖେଳ ପଡିଆ, ଗଜପତି ନଗର ପାଠାଗାର, କମାପଲ୍ଲୀ ମର୍ଦ୍ଦରାଜ ଭେଣ୍ଡି ଜୋନ ଆଦି ବୁଲି ଲୋକଙ୍କ ସହ ବିଭିନ୍ନ ଆଲୋଚନା କରିବା ସହ ନିଜର ପ୍ରଚାର କରିଥିଲେ ।*
*'ମେୟର ଥିବା ସମୟରେ ଯେଉଁଭଳି ଲୋକଙ୍କ ପାଇଁ କାମ କରୁଥିଲି ତା ଠାରୁ ୨୦ ଗୁଣ ଅଧିକ କାମ କରିବି, ବ୍ରହ୍ମପୁରରେ ରାଜନୀତି କମ ବିକାଶ ଅଧିକ ହେବ, ମୋର ବିଜୟ ଆପଣ ମାନଙ୍କର ହିଁ ବିଜୟ ହେବ':* ଶିଵଶଙ୍କର ଦାଶ, ସ୍ୱାଧୀନ ବିଧାୟକ ପ୍ରାର୍ଥୀ, ବ୍ରହ୍ମପୁର ବିଧାନସଭା କ୍ଷେତ୍ର।
Post a Comment