//BREAKING//
Loading...

କଳାକାର ସଂଘ ମହାସତିବ ସୁବାସ ସାହୁଙ୍କ ମାତ୍ରୁ ବିୟୋଗ

 


ସ୍ୱତନ୍ତ୍ର ନ୍ୟୁଜ଼....

ବ୍ରହ୍ମପୁର, ତା. ୧୯/୦୪ :

          କଳା ଓ କଳାକାର ହିତୈଷୀ ମହାମଞ୍ଚ 'ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ' ମହାସତିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଙ୍କ ମାତା ଶ୍ରୀମତି କାଞ୍ଚନ ସାହୁ ଆଜି ସନ୍ଧ୍ଯା ଛଅ ଘଟିକା ପଚାଶ ମିନିଟ୍ ସମୟରେ ବାର୍ଦ୍ଧକ୍ୟ ଜନିତ ରୋଗରେ ପରଲୋକ ଗମନ କରିଛନ୍ତି। ମ୍ରୁତ୍ୟୁ ବେଳକୁ ତାଙ୍କୁ ଅଶୀ ବର୍ଷ ବୟସ ହୋଇଥିଲା। ଶ୍ରୀମତୀ ସାହୁ ଜଣେ କର୍ମଠ, ଭଗବତ୍ ବିଶ୍ବାସୀ, ପରୋପକାରୀ ତଥା ସ୍ନେହବତ୍ସଳା ବ୍ୟକ୍ତିତ୍ବ ଥିଲେ। ରୋଶନ୍ ବାବୁଙ୍କ ସମସ୍ତ କର୍ମର ସେ ଥିଲେ ପଥପ୍ରଦର୍ଶିକା। ତାହାଙ୍କ ଅନ୍ତିମ ସମୟରେ ତାହାଙ୍କ ସ୍ବାମୀ ବିପ୍ର ତରଣ ସାହୁ, ଚାରି ପୁତ୍ର ସୁବାସ, ସୁଦାମ, ସୁଦର୍ଶନ, ଶିଶିର ଙ୍କ ସମେତ ଚାରି ବୋହୁ ଓ ନାତି-ନାତୁଣୀମାନେ ଉପସ୍ଥିତ ଥିଲେ। ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର ବହୁ କର୍ମକର୍ତ୍ତାଗଣ ତାହାଙ୍କ ଅନ୍ତିମ ଦର୍ଶନ ପରେ ପୁରୀ ସ୍ବର୍ଗଦ୍ବାରରେ  ଅନ୍ତିମ ସଂସ୍କାର କରାଯାଇଥିଲା।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe