//BREAKING//
Loading...

ଗଂଜାମ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘର ବୈଠକ ।

  ଵ୍ରହ୍ମପୁର- ( ସ୍ୱତନ୍ତ୍ର ନ୍ୟୂଜ଼ )ଓଡିଶା ନାଟ୍ୟ ନିର୍ଦ୍ଦେଶକ ସଂଘ ସହ ବନ୍ଧିତ ଗଂଜାମ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘର ବୈଠକ ରବିବାର ବ୍ରହ୍ମପୁର ଶିଳ୍ପାଞ୍ଚଳ ସ୍ଥିତ ଶ୍ୟାମାକାଳୀ ମନ୍ଦିରରେ ସଂଘ ସଭାପତି ରାଜ


ଗୋପାଳ ପାଢ଼ୀଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ହୋଇଯାଇଛି ।ସଂଘର ସମ୍ପାଦକ କୃଷ୍ଣଚନ୍ଦ୍ର ପଣ୍ଡା ପୂର୍ଵ ବିବରଣୀ ପଠନ ସହ ସଂଘର ହେବାକୁ ଥିବା ବାର୍ଷିକ ଉତ୍ସବ ଉପରେ ତଥ୍ୟ ଦେଇଥିଲେ । ସଂଘର ବାର୍ଷିକ ଉତ୍ସବ ଚଳିତ ମାସ 17ତାରିଖ ସୁଦ୍ଧା କରାଯିବା ନେଇ ବୈଠକରେ ଆଲୋଚନା ହେବା ସହିତ ଉତ୍ସବ ରେ ଦୁଇଟି ନାଟକ ମଂଚନ,ନିର୍ଦ୍ଦେଶକଙ୍କ ଆଲୋଚନା ଚକ୍ର , ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯିବା ନେଇ ଆଲୋଚନା ନିଷ୍ପତ୍ତି ହୋଇଥିଲା । ବୈଠକରେ ସଂଘର ଉପଦେଷ୍ଟା ରମେଶ ମହାରଣା,ଗୋପାଳ ଚର୍ଚ୍ଚି,ବିଜୟ ପାତ୍ର,ପଙ୍କଜ ବାରିକ,ନବୀନ ହୋତା,ଦୀନବନ୍ଧୁ ଶତପଥୀ,ସିଏଚ.ଦେବଦାସ,ରବୀନ୍ଦ୍ର ନାଥ ଗୌଡ଼,ଗୌତମ ବାଡତ୍ୟା, ସ୍ଵପ୍ନେସ୍ବର ପ୍ରଧାନ,ନିରଞ୍ଜନ ବାଡ଼ତ୍ୟା,




Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe