//BREAKING//
Loading...

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଦିବ୍ୟାଙ୍ଗ ଦିବସ ପାଳନ

 


ବ୍ରହ୍ଣପୁର,୦୩/୧୨ :-( ସ୍ୱତନ୍ତ୍ର ନ୍ୟୂଜ଼ )ଆଜି ଗଞ୍ଜାମ ଜିଲ୍ଲା  ଓ ଦୌରା ଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଶ୍ରୀମତୀ ରୂପଶ୍ରୀ ଚୌଧୁରୀଙ୍କ ନିର୍ଦେଶ କ୍ରମେ ସିଭିଲ ଜର୍ଜ ତଥା ରେଜିଷ୍ଟ୍ର କମ ସେକ୍ରେଟାରୀ ଇନ-ଚାର୍ଜ ଅଫ ଡି.ଏଲ.ଏସ.ଏ ଶ୍ରୀ ସୁଶାନ୍ତ କୁମାର ମିଶ୍ରଙ୍କ ପରିଚାଳନାରେ ଏମକେସିଜି ଡାକ୍ତରଖାନାର  ସାଇକାଟ୍ରିଟ ବିଭାଗରେ  ଜାତୀୟ ଦିବ୍ୟାଙ୍ଗ ଦିବସ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ସ୍ପେସିଆଲ ଭିଜିଲାନ୍ସ


ଜର୍ଜ ଶ୍ରୀ ଅରୁଣ କୁମାର ସାହୁ, ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଜର୍ଜ ଶ୍ରୀ ଆୟୁଷ୍ମାନ ମହନ୍ତ,ସିଭିଲ ଜର୍ଜ ତଥା ରେଜିଷ୍ଟର କମ ସେକ୍ରେଟାରୀ ଇନ- ଚାର୍ଜ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ସୁଶାନ୍ତ କୁମାର ମିଶ୍ର,ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ଟି.କେ ରେଡ୍ଡୀ , ସଦସ୍ୟା ତଥା ଆଇନଜୀବୀ ଡା ମିନାକ୍ଷୀ ଦେବୀ, ସଦସ୍ୟା ସବିତା ସାହୁକାରଙ୍କ ସହ ଉକ୍ତ ଡାକ୍ତର ଖାନା ର ବହୁ ଡାକ୍ତର , ବହୁ ନ୍ୟାୟିକ ଅଧିକାରୀଗଣ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଦସ୍ୟ ସଦସ୍ୟା,ଆଇନଜୀବୀ, ପାରାଲିଗଲ  ସ୍ବେଛାସେବୀ, କୋର୍ଟର କର୍ମଚାରୀ ଏବଂ ଡାକ୍ତର ଖାନାର  କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ l

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe