ଭୁବନେଶ୍ୱର / ୧୭/୧୧/୨୩ ( ସ୍ୱତନ୍ତ୍ର ନ୍ୟୂଜ଼ )ସମାଜସେବୀକା ବନ୍ଦିତା ତ୍ରିପାଠୀ ଙ୍କୁ ମାଟିର ଗୌରବ ଆୱାର୍ଡ ମିଳିଥିବା ସୂଚନା ମିଳିଛି ସମୋରୋୟ ଫାଉଣ୍ଡେସନ ଆନୁକୂଲ୍ୟରେ ମାଟିର ଗୌରବ ଆୱାର୍ଡ ୨୦୧୩ ଜୟଦେବ ଭବନ ରେ ଅନୁଷ୍ଠିତ ହୋଇଥିଲା ମହିଳା ମାନଙ୍କୁ ସ୍ୱାବଲମ୍ବୀ କରି ମହିଳାଙ୍କୁ ସନ୍ନମାନ ଦେବା ସହ ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଥିବାରୁ ସମାଜସେବିକା ବନ୍ଦିତା ତ୍ରିପାଠୀ ଙ୍କୁ ସମରାୟ ଫାଉଣ୍ଡେସନ ତରଫରୁ ମାଟିର ଗୌରବ ଆୱାର୍ଡ ମାନପତ୍ର ସହ ଦିଆଯାଇଥିଲା |
ସମାଜସେବୀକା ବନ୍ଦିତା ତ୍ରିପାଠୀ ଅଗ୍ରଣୀ ସମାଜସେବୀ ତଥା ସୃଜନୀ ମହିଳା ଅନୁଷ୍ଠାନ ର ପ୍ରତିଷ୍ଠାତା,ଅଖଣ୍ଡ ଭାରତ କେସିରିୟା ହିନ୍ଦୁ ପରିଷଦର ରାଜ୍ୟ ସଭାନେତ୍ରୀ,ଓଡିଶା କର୍ପୋରେଟ ଫାଉଣ୍ଡେସନ ର ସଭାନେତ୍ରୀ ଏବଂ ରୋଟାରି କ୍ଲବ ବ୍ରହ୍ମପୁର ମିଡ଼ଟାଉନ ର ସଭାପତି ଅଟନ୍ତି | ଏଭଳି ବହୁତ ଅନୁଷ୍ଠାନ ରେ ଯୋଗଦେଇ ନିଜକୁ ସାମାଜିକ କାମରେ ନିୟୋଜିତ କରିଥବାରୁ ସୃଜନୀ ର ପ୍ରତିଷ୍ଠାତା ବନ୍ଦିତା ତ୍ରିପାଠୀ ଙ୍କୁ ମାଟିର ଗୌରବ ଆୱାର୍ଡ ପ୍ରଦାନ କରାଯାଇଛି |
Post a Comment