ବ୍ରହ୍ମପୁର ( ସ୍ୱତନ୍ତ୍ର ନ୍ୟୂଜ଼ )
ଗଣେଷ ଚତୁର୍ଥୀର ତୃତୀୟ ଦିନରେ ବ୍ରହ୍ମପୁର ସହର ର ବିଭିନ୍ନ ଅନୁଷ୍ଠାନରେ ଓ ସାହି ମାନଙ୍କରେ ଯଥା ଶ୍ରମିକ ନଗର ସାହି,ଅମ୍ବିକା ନଗର ସାହିଓ ବିଜିପୁର ରଥ ସାହି ଠାରେ ଦ୍ୱୀପ ପ୍ରଜ୍ୱଳନ ସହ ବହୁ ଆଡମ୍ବର ପୂର୍ଣ ଗଜାନନଙ୍କ ପୂଜା ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଉତ୍ସବରେ ମୁଖ୍ୟ ଅତିଥି ଡ଼ା ରାମହାରି ଖଣ୍ଡୁଆଳ ଙ୍କ ସହ ଡ଼ା ଭୀମ ରାଓ ଆମ୍ବେଦକର ସାଂସ୍କୃତିକ ଯୁବକ ସଂଘର ସାଧାରଣ ସମ୍ପାଦକ ଶ୍ରୀ ପଦ୍ମ ଚରଣ ନାୟକ, ରମେଶ ବାଙ୍ଗାରି, ତ୍ରିନାଥ ନାୟକ,ମନୋଜ କୁମାର ବେହେରା,ଆଲୋକ ପରଦେଶୀ,ଭୁବନେଶ୍ଵର ନାୟକ, N ରାଜୀବ ରତନ, ବିଜୟ ଗୌଡ଼,ଶଙ୍କର ଗୌଡ଼ ମାନି ପାଢୀଙ୍କ ସହ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ ।





Post a Comment