୨୧/୦୯/୨୩ ( ସ୍ୱତନ୍ତ୍ର ନ୍ୟୂଜ଼ )
*ଓଡ଼ିଶା ପୂର୍ବତନ ଶ୍ରମ ମନ୍ତ୍ରୀ ତଥା ଗଞ୍ଜାମ ଜିଲ୍ଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ତାଙ୍କ ଝିଅଙ୍କ ଜୀବନ ପ୍ରତି ବିପଦ। ବିଧାୟକ ଓ ତାଙ୍କ ଝିଅକୁ ହତ୍ୟା କରିବାକୁ ଯୋଜନା କରାଯାଉଥିବା ପୋଲସରା ଥାନାରେ ଏତଲା ଦେଇଛନ୍ତି। ବିକାଶ ବେହେରା ଏବଂ ବିଧାୟକଙ୍କ ସହ ବିବାଦ ଥିବା ସଞ୍ଜୁକ୍ତା ମହଲଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି।*
Post a Comment