୨୧/୦୯/୨୩ ( ସ୍ୱତନ୍ତ୍ର ନ୍ୟୁଜ଼ )ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ଚାନ୍ଦପୁର ଗ୍ରାମରେ ଶ୍ରୀ ଶ୍ରୀ ମା କଲ୍ୟାଣୀ ଙ୍କର ନବରାତ୍ର ପୂଜା ଆରମ୍ଭ ନିମନ୍ତେ ଚାନ୍ଦପୁର ଗ୍ରାମ ରେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି ଏହି ଅବସରରେ ପଣ୍ଡିତ ଶ୍ରୀ ଗଙ୍ଗା ଧର ମିଶ୍ର ପୂଜା ଅର୍ଚନା କରିଥିଲେ ଅତଏବ ଗ୍ରାମ ବାସୀ ମେଳଣ ହୋଇ ଏହାକୁ ପରିଚାଳନା କରିଥିଲେ
ଶରତ ପାତ୍ର, ପପି, ସାଲୁ, ବାବୁଲ ପାତ୍ର, ଅନିଲ ଦଲେଇ, ମଣ୍ଟୁ ଓ ବାଲ୍ଯ ରାମ ଦଲେଇ ପ୍ରମୁଖ ଉପସ୍ଥିତ ଥିଲେ ଏହି ଯାତ୍ରା ୧୦ ଦିନ ଧରି ମହାଆଡମ୍ବରେ କରିବl ବୋଲି ସ୍ଥିର କରାଗଲା
Post a Comment