//BREAKING//
Loading...

୪୭ଗ୍ରାମ ବ୍ରାଉନସୁଗର ଜବତ, ୨ ଗିରଫ

 


ବ୍ରହ୍ମପୁର୧୮/୯/୨୩:  ( ସ୍ୱତନ୍ତ୍ର ନ୍ୟୁଜ଼ ) ସ୍ଥାନୀୟ ବିଜିପୁର ସନ୍ତୋଷୀ ମା ମନ୍ଦିର ବନ୍ଧ ନିକଟରୁ  ବ୍ରହ୍ମପୁର ଅବକାରୀ ଗୁଇନ୍ଦା ଦୁଇ ଯୁବକଙ୍କ ନିକଟରୁ ୪୭ ଗ୍ରାମ ବ୍ରାଉନ ସୁଗର ଜବତ କରି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।  ଗିରଫ ଯୁବକମାନେ ହେଲେ କୈଳାସ ଚନ୍ଦ୍ର ବେହେରା ଓ ଜିତେନ୍ଦ୍ର କୁମାର ସାହୁ । ଏଥିସହ ସେ ବ୍ରାଉନ ସୁଗାର ବିକ୍ରି କରି ନିଜ ପାଖରେ ରଖିଥିବା ୨ହଜାର ୪ ଶହ ଟଙ୍କା ମଧ୍ୟ ଜବତ କରିଛି। ଖୋର୍ଦ୍ଧାରୁ ବ୍ରାଉନ ସୁଗାର ବେଆଇନ ଭାବେ ଆଣି ଏହି ନିଶା ବେପାର କରୁଥିବା ଅନୁମାନ କରାଯାଉଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୬ ଲକ୍ଷ ୪୪ ହଜାରଟଙ୍କା ହେବ ବୋଲି ଇନ୍ସପେକ୍ଟର ଗୀତାଞ୍ଜଳି ସାହୁ  କହିଛନ୍ତି।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe