ଛତ୍ରପୁର :- 8/8/23 (ସ୍ୱତନ୍ତ୍ର ନ୍ୟୂଜ଼ )ଗଞ୍ଜାମ ଜିଲ୍ଲା କଲ୍ୟାଣ କାର୍ଯ୍ୟାଳୟ,ଛତ୍ରପୁର ତରଫରୁ ଆୟୋଜିତ ତଥା ସମ୍ମାନନୀୟ ଜିଲ୍ଲାପାଳ ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ, "ଅନୁସୂଚିତ ଜନଜାତି ଆଇନ ୧୯୮୯ ସମ୍ବନ୍ଧୀୟ ଆଲୋଚନ ତଥା ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ବିଭାଗୀୟ ପର୍ଯ୍ୟାଲୋଚନ ବୈଠକ" ରେ ମାନ୍ୟବର ପ୍ରିୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା, ମାନ୍ୟବର ଛତ୍ରପୁର ବିଧାୟକ ଶ୍ରୀ ସୁବାଷ ଚନ୍ଦ୍ର ବେହେରା, ମାନ୍ୟବର ସୋରଡ଼ା ବିଧାୟକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ମାନନୀୟା କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ, ମାନନୀୟା ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ, ମାନନୀୟା ଆସ୍କା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ, ଦୁର୍ନୀତି ନିବାରଣ ବିଭାଗ ପୋଲିସ ଅଧିକାରୀ ଓ ସଦସ୍ୟ ମାନଙ୍କ ଗହଣରେ ତଥା ପର୍ଯ୍ୟାଲୋଚାନରେ ଭାଗ ନେଇ ନିଜ ମନ୍ତବ୍ୟ ଉପସ୍ଥାପନ କରିଥିଲେ..।*
ଅନୁସୂଚିତ ଜନଜାତି ଆଇନ ୧୯୮୯ ସମ୍ବନ୍ଧୀୟ ଆଲୋଚନା
By: SWATANTRA NEWS
0




Post a Comment