//BREAKING//
Loading...

ଅଭିଯୁକ୍ତ ସୀମାଞ୍ଚଳ ଅଧିକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ

 ପାତ୍ରପୁର :8/8/23( ସ୍ୱତନ୍ତ୍ର ନ୍ୟୂଜ଼ )2016ରେ ମହିଳାଙ୍କୁ ହତ୍ୟା କରି ଜରଡା ଥାନା  ତୁରୁବୁଡି ବାଉଁଶ ନାଳରେ ଫୋପାଡି ଦେବା ଘଟଣାରେ ଅଭିଯୁକ୍ତ ସୀମାଞ୍ଚଳ ଅଧିକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ବ୍ରହ୍ମପୁର ଏଡିଜେ-୧ ଡ଼. ଇନ୍ଦୁ ଶର୍ମା। ତତ୍କାଳୀନ ଜରଡା ଥାନା ଆଇଆଇସି ସୁଜିତ ନାୟକ କୋର୍ଟରେ ତଥ୍ୟଭିତିକ ଚାର୍ଜସିଟ ଦାଖଲ କରିଥିଲେ। ଯାହାଫଳରେ ଅଭିଯୁକ୍ତ ଦଣ୍ଡିତ ହୋଇପାରିଛି।*

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe