//BREAKING//
Loading...

ଦଶହରା ପୂଜା ପାଇଁ ସଫେଇ କାର୍ଯ୍ୟକ୍ରମ।

 


ପାତ୍ରପୁର,୨୫/୦୯/୨୨( ସ୍ୱତନ୍ତ୍ର ନ୍ୟୂଜ଼ )

ପାତ୍ରପୁର ବ୍ଳକ ଜରଡ଼ା ପଂଚାୟତ ଅନ୍ତର୍ଗତ ଅଭୟପୁର ଗ୍ରାମରେ ଦଶହରା ପୂଜା ପାଇଁ ଜୋର୍ ଜାର ପ୍ରସ୍ତୁତି ଚାଲିଥିବା ବେଳେ ଗ୍ରାମର ଯୁବ ଗୋଷ୍ଠୀ ସଫେଇ କାର୍ଯ୍ୟକ୍ରମ ରେ ଭାଗ ନେଇ ଗ୍ରାମ ରାସ୍ତା ସଫା କରିଥିଲେ। ଏହି ସଫେଇ କାର୍ଯ୍ୟକ୍ରମ ରେ ଭେଙ୍କଟ, ବିଭୁ , କ୍ରିଷ୍ଣା, ଲୁଲୁ,ରାଜୁ, ଟିକିନା, ସୁମନ, ରାହୁଲ, ଓମ୍, ବିଶ୍ଵ, ଶୁଭମ୍, କୃଷ୍ଣ, ପ୍ରଦୀପ, ଶମ୍ଭୁ, ଅଭିଜିତ, ଶିବାଜୀ, ଅନିଲ, ଡିଲି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe