//BREAKING//
Loading...

ଭିଜିଲାନ୍ସ ଜାଲରେ ଦୁଇ ଜୁନିଅର ଆସିଷ୍ଟାଣ୍ଟ

 

ବ୍ରହ୍ମପୁର :୮/୯/୨୨ (ସ୍ୱତନ୍ତ୍ର ନ୍ୟୂଜ )ଜଣେ ଅବସରପ୍ରାପ୍ତ ଲ୍ୟାବ ଆଟେଣ୍ଡାଣ୍ଟ କାଳୀ ଚରଣ ପାଣିଗ୍ରାହୀଙ୍କ ଠାରୁ ତାଙ୍କ ପେନସନ ଓ ଏମଏସିପି କ୍ଲିୟରାନସ ପାଇ 10ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲନ୍ସ ଧରିଲା

ଗିରଫ  ସୁଶିଲ କୁମାର ପଟ୍ଟନାୟକ ବ୍ରହ୍ମପୁର ଜିଲ୍ଲା ଶିକ୍ଷାଧିକାରୀ ଅଫିସର ଜୁନିଅର୍ ଆସିଷ୍ଟାଣ୍ଟ ଓ ପ୍ରଦୀପ କୁମାର ମହାନ୍ତି ଆସିକା ବ୍ଲକ ଜୟପୁର ନୋ ହାଇ ସ୍କୁଲ ର ଜୁନିଅର୍ ଆସିଷ୍ଟାଣ୍ଟ। କାଳୀ ଚରଣ ପାଣିଗ୍ରାହୀ ଜୟପୁର ସ୍କୁଲରେ ଲ୍ୟାବ ଆଟେଣ୍ଡାଣ୍ଟ କାମ କରୁଥିଲେ। ଗତ ମେ ମାସରେ ଅବସର ନେବା ପରେ ତାଙ୍କ ପେନସନ ବାବଦ ଅର୍ଥ ପାଇଁ ପ୍ରଦୀପଙ୍କ ପାଖକୁ ଯାଇଥିଲେ। ସେ ଜିଲ୍ଲା ଶିକ୍ଷାଧିକାରି କାର୍ଯ୍ୟାଳୟର ସୁଶିଲ ପଟ୍ଟନାୟକ ଙ୍କ ଦ୍ଵାରା ଏହି କାମ ହେବ ଓ 

ଏଥିପଇଁ 10ହଜାର ମାଗିଥିଲେ। ପରେ କାଳୀ ଏନେଇ ଭିଜିଲାନ୍ସରେ ଅଭିଯୋଗ କରିବାରୁ ଯୋଜନା ପ୍ରକାରେ ଆଜି ସୁଯୋଗ ଦେଖି ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍। ଲାଞ୍ଚ ଅର୍ଥ ଦେବା ପାଇ କାଳୀଙ୍କ  ପ୍ରଦୀପ ମଧ୍ୟ ବ୍ରହ୍ମପୁର ଡି ଇ ଓ ଅଫିସ ଆସି ଫସିଥିଲେ।



ବ୍ରହ୍ମପୁର. ଗଞ୍ଜାମ





ରିପୋର୍ଟ :ଶ୍ରୀକାନ୍ତ କୁମାର ବେହେରା






Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe