//BREAKING//
Loading...

ମହାଦେଇପୁର ଵ ବିଦ୍ୟାଳୟ ରେ ପୋଷାକ ବଣ୍ଟନ ଉତ୍ସବ ଅନୁଷ୍ଠିତ।

 


22/9/22( ସ୍ୱତନ୍ତ୍ର ନ୍ୟୂଜ଼  )ପାତ୍ରପୁର ବ୍ଳକ ଅନ୍ତର୍ଗତ ମହାଦେଇ ପୁର ବିଦ୍ୟାଳୟ ରେ ଗୁରୁ ସ୍ୱତନ୍ତ୍ର ନ୍ୟୂଜ଼ ) ବାର ପୋଷାକ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ସନ୍ତୋସି ପ୍ରଧାନ ସଭାପତିତ୍ବ କରିଥିଲାବେଳେ ପ୍ରଧାନ ଶିକ୍ଷକ ଦଣ୍ଡପାଣି ପ୍ରଧାନ, ଗୋଲକ ବିଷୋୟୀ, ରମଗୋପାଳ ପାଢ଼ୀ ଶାନ୍ତି ପ୍ରଧାନ, ସୁଜାତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଅଭିଭାଷଣ ପ୍ରଦାନ କରିଥଲେ। ଅନୁଷ୍ଠାନ ର ୭୧ଜଣ ଛାତ୍ର ଛାତ୍ରୀ ମାନଙ୍କୁ ପୋଷାକ , ଜୋତା ବଣ୍ଟନ କରାଯାଇଥିବା ବେଳେ ଅଭିଭାବକ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe