//BREAKING//
Loading...

ସାଦର ନିମନ୍ତ୍ରଣ


 ସାଦର ନିମନ୍ତ୍ରଣ:- ମହାଶୟ ଆସନ୍ତା କାଲି ତା 30/08/22(ମଙ୍ଗଳବାର )ସକାଳ 7 ଘଣ୍ଟ ସମୟରେ ଗୋପାଳପୁର ବେଳାଭୂମି ସଫାଇ କାଯ୍ୟକ୍ରମ ଅନୁଷ୍ଠିତ ହେବ l 8.30 ସମୟରେ ମାଣ୍ଡିଆପଲି ନିକଟସ୍ତ ଡିଫେନ୍ସ କଲୋନୀ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯିବ l ଏଥିରେ ଗୋପାଳପୁର ଚେଇରମେନ ସହ ବିକାଶ ଅନୁଷ୍ଠାନ ର ସଭାପତି ଶ୍ରୀ ଯୁକ୍ତ ବିଜୟ କୁମାର ସ୍ୱାଇଁ ଯୋଗ ଦେବେ l ଏଥିରେ ବିକାଶ ଫାଉଣ୍ଡେସନ ଓ ସୋପା ର ସମସ୍ତ କର୍ମକର୍ତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି ତେଣୁ ଆପଣଙ୍କ ମାନେ ଯୋଗ ଦେଇ ଏହି ସାମାଜିକ କାର୍ଯ୍ୟକୁ ସଫଳ କରିବାକୁ ଅନୁରୋଧ । ଧନ୍ୟବାଦ ଆବାହକ ବିଷ୍ଣୁ ପଣ୍ଡା ଫୋନ 9439960464

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe