//BREAKING//
Loading...

ରୋଲାଣ୍ଡ ଫାର୍ମାସୀ କଲେଜ୍ ଅଧ୍ୟାପକଙ୍କ ପି. ଏଚଡି ଲାଭ*

 

ବ୍ରହ୍ମପୁର :- ( ସ୍ୱତନ୍ତ୍ର ନ୍ୟୁଜ଼ )ବ୍ରହ୍ମପୁରସ୍ଥିତ ରୋଲାଣ୍ଡ ଫାର୍ମାସୀ କଲେଜ୍ ର ଅଧ୍ୟାପକ ଶ୍ରୀ ଦୀପକ ଷଡ଼ଙ୍ଗୀ ସେଞ୍ଚୁରିଆନ୍ ବିଶ୍ଵବିଦ୍ୟାଳୟର ୬ ଡିସେମ୍ବରରେ ଅନୁଷ୍ଠିତ ହୋଇଥିବା ୧୩ତମ ସମାବର୍ତ୍ତନ ଉତ୍ସବରେ ପିଏଚଡି ଲାଭ କରିଛନ୍ତି । ଶ୍ରୀ ଷଡ଼ଙ୍ଗୀଙ୍କର ଗବେଷଣାତ୍ମକ ସନ୍ଦର୍ଭ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟ ତରଫରୁ ଉଚ୍ଚ ପ୍ରଶଂସିତ ହୋଇଥିଲା । ତାଙ୍କର  ଔଷଧ ବିଜ୍ଞାନ ସମ୍ବନ୍ଧୀୟ ଲେଖା, ପୁସ୍ତକ ଆଦି ଅନେକ ଜାତୀୟ ଓ ଅର୍ନ୍ତଜାତୀୟସ୍ତରର ଜର୍ଣ୍ଣାଲ୍ ରେ ପ୍ରକାଶ ପାଇ ପ୍ରଶଂସିତ ହୋଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ଷଡ଼ଙ୍ଗୀ ବ୍ରହ୍ମପୁର ସହରର ଜଣେ ଲୋକପ୍ରିୟ ଗୀତାର ବାଦକ ଓ ସୁସାହିତ୍ୟିକ ଅଟନ୍ତି ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe