//BREAKING//
Loading...

ନର ରାକ୍ଷସ ମାନଙ୍କୁ ଯଥା ଶୀଘ୍ର ଦଣ୍ଡ ଦିଆଯାଉ : ସମାଜସେବୀ ସୁଶାନ୍ତ ସାବତ

 


ବ୍ରହ୍ମପୁର 23/4 ( ସ୍ୱତନ୍ତ୍ର ନ୍ୟୁଜ଼)

ବ୍ରହ୍ମପୁର ହିଲପାଟଣା ସ୍ଥିତ ମହାନ ସଙ୍ଘ ଅଫିସ ଠାରେ ଜାମୁକାଶ୍ମୀର ରେ ଘଟି ଥିବା ଆତଙ୍କବାଦୀ ଆକ୍ରମଣ ରେ ଜୀବନ ହାରିଥିବା ବ୍ୟକ୍ତି ଙ୍କ ଉଦେଶ୍ୟ ରେ ଶୋକ ସଭା ସଭାପତି ସୁଶାନ୍ତ ସାବତ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଆତଙ୍କବାଦୀ ଙ୍କ ମନ ରେ ଆତଙ୍କ ସୃଷ୍ଟି କରି ନରରାକ୍ଷସ ମାନ ଙ୍କୁ ଯଥା ଶୀଘ୍ର ଉପଯୁକ୍ତ ଦଣ୍ଡ ଦେବା ନିମନ୍ତେ ସଭାପତି ଶ୍ରୀ ସାବତ ମତ ବ୍ୟକ୍ତ କରିଥିଲେ l ଶ୍ରୀ

ଭିଷ୍ମ ଆଚାର୍ଯ୍ୟ ଚୌଧୁରୀ,ସୁରେଶ ତ୍ରିପାଠୀ,ହରିକୃଷ୍ଣ ମିଶ୍ର,ନିବେଦିତା ପାଢ଼ୀ,ସୁନନ୍ଦା ମହାପାତ୍ର,ରାମରମଣ ପ୍ରହରାଜ,ସମରସେନ ପତ୍ର,ଶ୍ରୀକାନ୍ତ ଦାସ,ଆଦିତ୍ୟ ରଥ,ତପନ ପଣ୍ଡା 

ଶୋକ ଶୋଭା ରେ ଶ୍ରଦ୍ଧାଞ୍ଜଳି ଦେବା ସହିତ ଦୁଇ ମିନଟ ନିରବ ପାର୍ଥନା କରିଥିଲେ. ଏହି ଅବସରରେ ଆହତ ବ୍ୟକ୍ତି ଙ୍କ ଆଶୁ ଅରାଗ୍ୟ କାମନା କରିଥିଲେ.


Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe