//BREAKING//
Loading...

ସମ୍ବିଧାନ ନିର୍ମାତା ଡ଼ା ବାବା ସାହେବ ଭୀମରାଓ ରାମଜୀ ଆମ୍ବେଦକର ଜୟନ୍ତୀ ପାଳନ*


*ଆଜି ତା @୨୨.୦୪.୨୦୨୫ ରିଖ( ସ୍ୱତନ୍ତ୍ର ନ୍ୟୁଜ଼) ସୋମବାର ଦିବା ୧୧ ଘଣ୍ଟା ସମୟରେ ଭାରତ ରତ୍ନ ଡ଼ା ବାବା ସାହେବ ଭୀମରାଓ ରାମଜୀ  ଆମ୍ବେଦକରଙ୍କ ୧୩୫ ତମ ଜନ୍ମ ଜୟନ୍ତୀ ରେ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ବିଧାୟକଙ୍କ କାର୍ଯ୍ୟାଳୟ ସ୍ଥିତ ଛାୟା କଲ୍ୟାଣ ମଣ୍ଡପ ଠାରେ ବାବା ସାହେବଙ୍କ ବଡ ଆଡମ୍ବରରେ ପୂର୍ଣ୍ଣ ଜୟନ୍ତୀ ପାଳନ କରାଗଲା ।ଉକ୍ତ ଜୟନ୍ତୀରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଡ଼ା ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକ ରାଜ୍ୟ ପ୍ରଭକ୍ତା ନିଜ ଅଭିଭାଷଣରେ ବାବା ସାହେବଙ୍କ ଜୀବନ କାହାଣୀ ଉପରେ ମନ୍ତବ୍ୟ ରଖିଥିଲେ, ଶ୍ରୀଯୁକ୍ତ ସୁଶାନ୍ତ ମଲ୍ଲିକ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୀମରାଓ ରାମଜୀ ଆମ୍ବେଦକର ଙ୍କ ସଂଘର୍ଷ ମୟ ଜୀବନ ଏବଂ ସମ୍ବିଧାନ ରଚୟିତା ର ବାଖ୍ୟା ପ୍ରକାଶ କରିଥିଲେ ,ଏହି ପରିପେକ୍ଷିରେ ଅନ୍ୟ ମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୋରଜ ସାବତ,ଗଞ୍ଜାମ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ କୀର୍ତ୍ତନ ଦାସ,ଦିଗପହଣ୍ଡି ବିଧାୟକ ଶ୍ରୀଯୁକ୍ତ ଡ଼ା ସିଦ୍ଧାନ୍ତ ମହାପାତ୍ର,ଛତ୍ରପୁର ବିଧାୟକ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ନାୟକ,ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ K ଅନିଲ କୁମାର,ବନମାଳୀ ସେଠୀ,ଜିଲ୍ଲା SC ମୋର୍ଚ୍ଚା ଉପାସଭାନେତ୍ରୀ ଶ୍ରୀମତୀ ରବିବାରି ଦାସ ,ସାଧାରଣ ସମ୍ପାଦକ ତ୍ରିନାଥ ନାୟକ,ଭୀମ ସେନ ବେହେରାଙ୍କ ସହ ଗଞ୍ଜାମ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ର ବହୁ କାର୍ଯ୍ୟକର୍ତା ଲିପ୍ସା ଦାସ,ନିରୂପମା ଦାସ,ରହିତ ନାୟକ,କାଜଲ ଦାସ,ଶିବାନୀ ଦାସ,ଗବିନ୍ଦ ନାୟକ,ଝରଣା ଦାସ,ମୋହିନୀ ଦାସ,ଜିତୁ ଦାସ,ରାଜେନ୍ଦ୍ର ଦାସ,ବିଷ୍ଟୁମ ଦାସଙ୍କ ସହ ଅନ୍ୟ ଦଳିତ  ସଂଘଠନ ତଥା ଡ଼ା ଆମ୍ବେଦକର ସାଂସ୍କୃତିକ ଯୁବକ ସଂଘ ର ସଧାରଣ ସମ୍ପାଦକ ପଦ୍ମ ଚରଣ ନାୟକ,ସଂସ୍କୃତିକ ସମ୍ପାଦକ ତ୍ରିନାଥ ନାୟକ,ଆମ୍ବେଦକର ବିକାଶ ମଞ୍ଚ ଭାସ୍କର ହାତୀ,ଅଶୋକ ନିମାଇଁ,ଜୟ ଭୀମ ଚିନ୍ତାମଣି ନାୟକ,ଗଞ୍ଜାମ ଜିଲ୍ଲା ବାଉରୀ ସମାଜ ସୁଧୀର ଦାସ,ବିଜିପୁର ବଡ ବାଉରୀ ସାହି ସମାଜ ପାଣ୍ଡବ ନଗର ସରୋଜ ନାୟକ,ବ୍ରହ୍ମପୁର ରଜକ ସମାଜ ପ୍ରମୋଦ ସେଠୀ,ବାଙ୍କ ନିଧି ସେଠୀ, ମୁଚି ସାହି ଅସନ୍ତୁଲୁ ଭାଇ,ମହୁରୀ ରଜକ ସମାଜ କାମା ପ୍ରସାଦ ସେଠୀ, ବାବୁ ଭାଇ,ଛତ୍ରପୁର ଦଳିତ କୀର୍ତ୍ତନ ଦାସ,ଗେଟବଜାର ସୋରାଜ ନାୟକ,ମେଦିରି ସାହି T ବଳରାମ,ନଗର ହାଡ଼ିକୁଳ ମହାସଂଘ ସୁକାନ୍ତ ମୁଖୀ ଦଣ୍ଡାସି ସମାଜ ଗବିନ୍ଦ ନାୟକ,ରହିତ ନାୟକ,ହରିଜନ ସମାଜ ତ୍ରିନାଥ ନାୟକ,ବସନ୍ତ ନାୟକ,ସୁକାନ୍ତ ନାୟକ,ଜ୍ଵାଲା ନାୟକ,ଗୋପାଳ ନାୟକ ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ କୁ ସଭାପତିତ୍ୱ କରିଥିଲପରିଚାଳନା ଦାଇତ୍ୱ ରେ ଜିଲ୍ଲା SC ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ କୀର୍ତ୍ତନ ଦାସ ଏବଂ ଶେଷରେ ଧନ୍ୟବାଦ ଅର୍ପଣ କରିଲେ ଶ୍ରୀଯୁକ୍ତ ବନମାଳୀ ସେଠୀ।




Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe