ଚିକିଟି. ତା ୧୪/୦୩/୨୦୨୫ (ସ୍ୱତନ୍ତ୍ର ନ୍ୟୁଜ଼ )ବୁଧବାର ଗିରିସୋଲା କ୍ଲଷ୍ଟର ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦାନପୁର ଠାରେ ବିଦ୍ୟାଳୟ ସ୍ତରୀୟ ବାର୍ଷିକ ଉତ୍ସବ, ଆମ ସଂସ୍କୃତି ଓ ଆମ ଖେଳନା, ଗପକହିବା ଓ ଗପ ଶୁଣିବା ଓ ବିଜ୍ଞାନ ଓ ଗଣିତ କ୍ଲବ କାର୍ଯ୍ୟକ୍ରମ ବହୁ ଆଡମ୍ବର ରେ ପାଳିତ ହୋଇଯାଇଛି। ଉତ୍କ କାର୍ଯ୍ୟକ୍ରମରେ ଚିକିଟି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବସନ୍ତ କୁମାର ପଣ୍ଡା ମୁଖ୍ୟ ଅଥିତି ଭାବେ ଯୋଗ ଦେବ ବେଳେ ପୂର୍ବତନ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପ୍ରଭଞ୍ଜନ ପଣ୍ଡା, ଗିରିସୋଲା ସମିତି ସଭ୍ୟ ପାପା ରାଓ, ମଦନ ମୋହନ ନୋଡାଲ ଉଚ୍ଚ ବିଦ୍ୟାଳୟ ଗିରିସୋଲା ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଉମାଜୟନ୍ତୀ,ଗିରିସୋଲା CRCC ଶ୍ରୀ B. ଭେଙ୍କେଟ ରାଓ, ଦାନପୁର ବିଦ୍ୟାଳର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଫୁଲ କୁମାର ଜାନି ପ୍ରଭୁତି ମଂଚାସୀନ ଥିଲେ। ବିଭିର୍ନ ପରିଯୋଗୀତାରେ ପ୍ରଥମ ଦ୍ୱତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା. ନିପୁଣ ଓଡିଶା ର ମେଳା ପରି ଦର୍ଶ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କୁ ସେମାଙ୍କର ଶୈଖିକ ସମାଜିକ ଉର୍ନତି କରିବା ଅଭିଭାଷଣ ରଖିଥିଲେ BEO ଶ୍ରୀ ବସନ୍ତ କୁମାର ପଣ୍ଡା। ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ସହଯୋଗ କରିଥିଲେ।
ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦାନପୁର ଠାରେ ବିଦ୍ୟାଳୟ ସ୍ତରୀୟ ବାର୍ଷିକ ଉତ୍ସବ ପାଳିତ
By: SWATANTRA NEWS
0
Post a Comment