ବ୍ରହ୍ମପୁର -( ସ୍ୱତନ୍ତ୍ର ନ୍ୟୁଜ଼ )ତା-୨୩/୦୨/୨୦୨୫ ରିଖ ଫେବୃଆରୀ ମାସର ୧୧୯ତମ ମନକିବାତ୍ କାର୍ଯ୍ୟକ୍ରମରେ ଛତ୍ରପୁର ନିର୍ବାଚନୀ ମଣ୍ଡଳୀ ଏବଂ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀର ବଡ଼ ବାଉରୀ ସାହି ଶ୍ରମିକ ନଗର ଏବଂ ଗଞ୍ଜାମ ସହରର ଚୋୖଧୁରୀ ସାହି ଗଞ୍ଜାମ ଜିଲ୍ଲା B.J.P ଉପସଭାପତି ଶ୍ରୀମତୀ ରଶ୍ମିରାଣୀ ମହାପାତ୍ର ଏବଂ ଅନୁସୂଚିତ ଜାତି ମୋର୍ଚ୍ଚା ସାଧାରଣ ସମ୍ପାଦକ ଓ ଉପସଭାନେତ୍ରୀ ରବିବାରି ଦାସଙ୍କ ବାସଭବନରେ ଆଜିର ମନକିବାତ୍ କାର୍ଯ୍ୟକ୍ରମ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା SC ମୋର୍ଚ୍ଚାର ସଭାପତି କିର୍ତ୍ତନ ଦାସ,ସାଧାରଣ ସମ୍ପାଦକ ତ୍ରିନାଥ ନାୟକ,ଉପସଭାନେତ୍ରୀ ରବିବାରି ଦାସ ଜିଲ୍ଲା ଉପସଭାପତି ରଶ୍ମିରାଣୀ ମହାପାତ୍ର, ଗଞ୍ଜାମ ବ୍ଲକ ପୂର୍ବତନ ଅଧ୍ୟକ୍ଷ ରଘୁନାଥ ସାହୁ, ଓ କାନକାୟା ରେଡ଼ି, SC ମୋର୍ଚ୍ଚା ଉପସଭାପତି ବିମ୍ବାଧର ବେହେରା,ଯୁବ ମୋର୍ଚ୍ଚାର ଗଞ୍ଜାମ ବ୍ଲକ ସଭାପତି ସୁଶାନ୍ତ ବେହେରା,କୃଷକ ମୋର୍ଚ୍ଚାର ଗଞ୍ଜାମ ବ୍ଲକ ସଭାପତି ନିଳାଞ୍ଚଳ ରେଡ଼ି,O.B.C ମୋର୍ଚ୍ଚାର ଗଞ୍ଜାମ ବ୍ଲକ ସଭାପତି ଜଗନ୍ନାଥ ମାଳି, ଗଞ୍ଜାମ ଜିଲ୍ଲା ବରିଷ୍ଠ B.J.P ନେତା ସୁରେନ୍ଦ୍ରନାଥ ନାହାକ, ଯୁବମୋର୍ଚ୍ଚାର ଉପସଭାପତି R.ପର୍ଶୁରାମ ରେଡ଼ି, ନିରୂପମା ଦାସ,ଲିପ୍ସା ଦାସ,ଅମର ଦାସ,କାଜଲ ଦାସ,କିରେନ ଦାସ ପ୍ରମୁଖ ବିଜେପି କାର୍ଯ୍ୟକର୍ତା ଏହି ୧୧୯ତମ ମନକିବାତ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।*
Post a Comment