ଅଦ୍ୟ ତା /୦୫/୦୨/୨୫(ରିଖରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କେ . ସୁବାଣୀ ଗ୍ରାମର ବାର୍ଷିକ ଉତ୍ସବ ଓ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ମହା ଆଡମ୍ବାର ରେ ପାଳନ କରାଯାଇଛିl ଏଥିରେ ମୁଖ୍ୟ ଅତିଥି ଚିକିଟି ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ଡା , ସମ୍ମାନନୀୟ ଅତିଥି ସରପଞ୍ଚ ଜି. ଜୀବାନନ୍ଦ ରେଡ୍ଡୀ , ସମିତିସଭ୍ୟ ଶ୍ରୀ ଚୈତନ୍ୟ Behera ବି.ଆର.ସିସି ନିଗମାନନ୍ଦ ପଣ୍ଡା ଓ ଦୁଇ ଏବିଇଓ ଶ୍ରୀ ସିମାଞ୍ଚଳ ପଣ୍ଡା ଶ୍ରୀ ତ୍ରିନାଥ ମଲ୍ଲିକ, ବିଦ୍ୟାଳୟ ପରିଚାଳନା କମିଟିର ସଭପତି ଶ୍ରୀ ନବୀନ ବେହେରା ଓ ସି.ଆର.ସିସି ଶ୍ରୀ ଭେଙ୍କେଟ ରାଓ ମଞ୍ଚାସିନ ଥିଲେ l ପ୍ରଧାନ ଶିକ୍ଷକ ଶ୍ରୀ ସୁରେଶ କୁମାର ପାତ୍ର ବାର୍ଷିକ ବିବରଣୀ ପଠନ କରିଥିଲେ l ବିଇଓ ଶ୍ରୀ ବସନ୍ତ ପଣ୍ଡା ପିଲାମାନଙ୍କର ଉଜ୍ୱଳ ଭାବିଷ୍ୟତ କାମନା କରି ଭଲ ମଣିଷ ହେବା ପାଇଁ ଉଦବୋଧନ ଦେଇଥିଲେ l କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିବା ସହିତ ବିଭର୍ଣ୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତହୋଇଥିଲା l ସରକାରୀ ଶିକ୍ଷକ ଶ୍ରୀ ରାଜ କିଶୋର ପଣ୍ଡା ମଞ୍ଚ ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ l
(ସ୍ଵତନ୍ତ୍ର ନ୍ୟୁଜ)
Post a Comment