//BREAKING//
Loading...

ଶିବଶଙ୍କର ଦାସଙ୍କର ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ଗୋଶାଣୀ ନୂଆଗାଁ ପୋଲିସକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ I

 ସ୍ୱତନ୍ତ୍ର ନ୍ୟୁଜ଼ 


ବ୍ରହ୍ମପୁର :- ବିଜେପି ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ମାଡ଼ ମାରିବା ଘଟଣା I ଗୋଶାଣୀ ନୂଆଗାଁ ପୋଲିସକୁ ତଥ୍ୟ ମାଗିଛନ୍ତି ହାଇକୋର୍ଟ I ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଦିନ ସନ୍ଧ୍ୟା ସମୟରେ ବ୍ରହ୍ମପୁର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସଙ୍କ ସହିତ ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କର ହାତାହାତି ହୋଇଥିଲା I ଏହି ଘଟଣାରେ ଶିବଶଙ୍କର ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଗୋଶାଣୀ ନୂଆଗାଁ ପୋଲିସ I ତେବେ ଶିବଶଙ୍କର ଦାସଙ୍କର ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ଗୋଶାଣୀ ନୂଆଗାଁ ପୋଲିସକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ I

ସୂଚନାନୁସାରେ,ଏହି ଘଟଣାରେ ଗୁରୁତର ଆହତ ହୋଇ ପ୍ରଦୀପ ପାଣିଗ୍ରାହୀ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହୋଇ ଫେରିଛନ୍ତି I


Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe