*ବିଜେଡି_ଛାଡ଼ିଲେ_ସବୁ_ସିନେ_ଷ୍ଟାର!.*
*-ବିଜେଡିକୁ ଏକାଦିନେ ଅଲ୍ବିଦା କଲେ ଦୁଇ ସିନେ ଷ୍ଟାର!.*
*-ସିନେ ଷ୍ଟାର ତଥା ସାଂସଦ ଅନୁଭବ ମହାନ୍ତି ଇସ୍ତଫା ଦେଲେ!.*
*-ଚକଲେଟ ହିରୋ ତଥା ପୂର୍ବତନ ବିଧାୟକ ଆକାଶ ବି ଛାଡ଼ିଲେ!.*
*-୨ ଦିନ ତଳେ ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଦଳ ଛାଡ଼ିଥିଲେ!.*
*-ଷ୍ଟାଇଲିସ୍ ହିରୋ ଅରିନ୍ଦମ ରାୟ ବି ନିକଟରେ ବିଜେଡି ଛାଡ଼ିଥିଲେ!.*
Post a Comment