//BREAKING//
Loading...

ଭାରତ ର ୧୨୨୪୬ତମ ଏବଂ ଗଞ୍ଜାମ ଜିଲ୍ଲାର ୪୨ତମ ଜନଔଷଧି କେନ୍ଦ୍ର ଚିଙ୍ଗୁଡ଼ିଘାଇ ମୁଖ୍ୟ ରାସ୍ତାରେ ଗୁରୁବାର ଶୁଭାରମ୍ଭ ହୋଇଯାଇଛି l

 ବ୍ରହ୍ମପୁର / ୧୫/୦୨/୨୪ ( ସ୍ୱତନ୍ତ୍ର ନ୍ୟୁଜ଼ )


ଭାରତ ର ୧୨୨୪୬ତମ ଏବଂ ଗଞ୍ଜାମ ଜିଲ୍ଲାର ୪୨ତମ ଜନଔଷଧି କେନ୍ଦ୍ର ଚିଙ୍ଗୁଡ଼ିଘାଇ ମୁଖ୍ୟ ରାସ୍ତାରେ ଗୁରୁବାର ଶୁଭାରମ୍ଭ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣ ଓଡ଼ିଶା ଫାର୍ମାସିଷ୍ଟ ସଂଘ (ସୋପା)ର ସଭାପତି ଶ୍ରୀ ବିଜୟ କୁମାର ସ୍ବାଇଂ ଯୋଗଦେଇ କେନ୍ଦ୍ରର ଶୁଭ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥିଭାବେ  ସୋପା ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା ଯୋଗ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ PMBJK କେନ୍ଦ୍ର ମୁଖ୍ୟ ସନ୍ତୋସ କୁମାର ନାହକ  ପ୍ରଶାନ୍ତ କୁମାର ମହପାତ୍ର, ପ୍ରଶାନ୍ତ କୁମାର ବଳ ପ୍ରମୁଖ କାଯ୍ୟକ୍ରମ ପରିଚାଳନା କରିଥିଲେ l ଏଥିରେ ଅତିଥିରୁପେ ୟୁଟିଭି ନୀଉଜ ନିର୍ଦ୍ଦେଶକ ନାଗେଶ୍ଵର ପୃଷ୍ଟି ଯୋଗଦେଇ ପଦଯାତ୍ରାର ଶୁଭାରମ୍ଭ କରିଥଲେ l ଏହି ଅବସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ଶୁଭେଚ୍ଛୁ ଓ ଅଞ୍ଚଳବାସୀ ଉପସ୍ଥିତ ଥିଲେ l ସମସ୍ତ ଜନଔଷଧି କେନ୍ଦ୍ରରେ ବହୁତ ଉନ୍ନତମାନର ଔଷଧ ବହୁ କମ ଦାମରେ ମିଳୁଥିବା ନେଇ ଏଠାରେ ସଚେତନ କରାଯାଇଥିଲା l

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe