//BREAKING//
Loading...

ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ଢ଼ଉଗାଁ ଠାରେ ମର୍ମନ୍ଦୂତ ସଡ଼କ ଦୁର୍ଘଟଣା*

 

ଧରାକୋଟ :- ୦୬/୦୧/୨୪ ( ସ୍ୱତନ୍ତ୍ର ନ୍ୟୂଜ଼ )ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ଢ଼ଉଗାଁ ଠାରେ ମର୍ମନ୍ଦୂତ ସଡ଼କ ଦୁର୍ଘଟଣା* ଦୁଇ ବସ୍ ମୁହାଁମୁହିଁ ଧକ୍କା- ଜଣେ ମୃତ, ୧୦ ଆହତ

ଧରାକୋଟ ଢଉଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ସୂଚନା ପ୍ରକାରେ ଆଜି ରାତ୍ର 11 ଘଣ୍ଟା ସମୟରେ ଏହି ଦୁର୍ଘଟଣା ଟି ଘଟି ଯାଇଛି । ସୂଚନା ଥାଉକି White horse ନାମକ ଘରୋଇ ବସ୍ ଶେରଗଡ଼ ପଟୁ ଭୁବନେଶ୍ୱର ଯାଉଥିଲା ଏବଂ ଅପର ପାର୍ଷ ରୁ Dilkhus ନାମକ ବସ୍ ଆସୁଥିବା ସମୟରେ ମୁହାଁମୁହିଁ ଧକା ହୋଇଥିଲା ଏଥିରେ dilkhus ବସ୍ ର ଡ଼୍ରାଇଭର ମୃତ୍ୟୁବରଣ କରିଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଦମକଳ ବାହିନୀ ଏବଂ ଗଞ୍ଜାମସେନା ନାମକ ଏକ ସ୍ବେଛାସେବୀ ସଂଗଠନ ର କିଛି ସଦସ୍ୟ ମାନେ ଆହତ ବ୍ୟକ୍ତି ମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ୍ କୁ ପଠାଇଥିଲେ।

*ଧରାକୋଟ ରୁ ସଂଜିତ କୁମାର ସ୍ବାଇଁ ଙ୍କ ରିପୋର୍ଟ ସ୍ଵତନ୍ତ୍ର ନ୍ୟୂଜ଼ 






Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe