//BREAKING//
Loading...

କୁକୁଡ଼ାଖଣ୍ଡି ବ୍ଲକ୍ ସମିତି ସଭ୍ୟ ସଭ୍ୟା ସଂଘ ଗଠିତ*

 



କୁକୁଡାଖଣ୍ଡି / ୨୧/୦୧/୨୪ ( ସ୍ୱତନ୍ତ୍ର ନ୍ୟୁଜ଼ )କୁକୁଡ଼ାଖଣ୍ଡି ବ୍ଳକ ସମିତି ସଭ୍ୟ ସଂଘର ନୂତନ ରୂପାନ୍ତରିକରଣ କରାଯାଇଥିଲା ଏଥିରେ ସଭାପତି ରୂପେ କାହ୍ନୁ ଚରଣ ପାତ୍ର, ଉପସଭାପତି  ବିଷ୍ଣୁପ୍ରିୟା ପାତ୍ର ଓ ଲକ୍ଷ୍ମୀ ସ୍ବାଇଁ, ସାଧାରଣ ସମ୍ପାଦକ ଚଣ୍ଡୀ ଚରଣ ସାହୁ, ସମ୍ପାଦିକା-ସୁନିତା ସେଠୀ, ଯୁଗ୍ମ ସମ୍ପାଦକ ଅଶୋକ ଦାଶ ଓ ପ୍ରତିମା ମଲ୍ଲିକ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ସାହୁ, ଏବଂ   ରାଜଲକ୍ଷ୍ମୀ ଦାସଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଥିଲା ।  ଆଗାମୀ ଦିନରେ ସଂଗଠନକୁ ସୁଦୃଢ କରିବା ପାଇଁ ସମସ୍ତେ ଏକମନ ହୋଇ କାମ କରିବା ପାଇଁ ଶପଥ ନେଇଥିଲେ । ଆଗାମୀ ଦିନରେ ସମିତି ମେମ୍ବର ମାନଙ୍କ ହକ୍ ପାଇଁ ଲଢେଇ ଜାରି ରହିବ । ରାଜ୍ୟ ସ୍ତରୀୟ ସମିତି ସଭ୍ୟ/ସଭ୍ୟା ସଂଗଠନ ଯେଉଁ ଆନ୍ଦୋଳନ ଜାରି ରଖିଛି ତାକୁ ସମସ୍ତେ ପୂର୍ଣ୍ଣ ସହମତରେ ସହଯୋଗ କରିବା ପାଇଁ ମତ ପ୍ରକାଶ କଲେ ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe