//BREAKING//
Loading...

ଅଜଗର ଉଦ୍ଧାର।

                         


      ଗୋପାଳପୁର ୨୮/୧୨/୨୩ (ସ୍ୱତନ୍ତ୍ର ନ୍ୟୁଜ଼ )ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ  ନିକଟସ୍ଥ ଅନ୍ତରବାଟିଆ ଗ୍ରାମରେ ଆଜି ରାତ୍ର ପ୍ରାୟ ୮ଟା ବେଳେ  ଗ୍ରାମରେ ଥିବା ୟୁ ପି ସ୍କୁଲ ନିକଟସ୍ଥ  ମୁଖ୍ୟ ରାସ୍ତା ଦେଇ ଯାଉଥିବା ବେଳେ ଗ୍ରାମର ଲୋକେ ଦେଖି  ସ୍ନେକ୍ ହେଲ୍ପ ଲାଇନ ର ସ୍ଵାଧୀନ କୁମାର ସାହୁ କୁ ଖବର ଦେଇଥିଲେ। ଖବର ପାଇ ସ୍ଵାଧୀନ ସେଠାରେ ପହଞ୍ଚି ଅଜଗର କୁ ଉଦ୍ଧାର କରିଥିଲେ। ଅଜଗର ଟି ପ୍ରାୟ ୧୧ ଫୁଟ ଲମ୍ବ ଏବଂ ଓଜନ ପ୍ରାୟ ୧୫ କେଜି ହେବ ଏହି ସାପକୁ ଅନ୍ୟ ଏକ ଜଙ୍ଗଲରେ ଛଡ଼ାଯିବ ବୋଲି କହିଛନ୍ତି।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe