//BREAKING//
Loading...

Som Roy Foundation ତରଫରୁ ଆୟୋଜିତ "ମାଟି ଗୌରବ ସମ୍ମାନ -୨୦୨୩" ରେ ସମ୍ମାନୀତ ହେଲେ ବରିଷ୍ଠ ସମାଜସେବୀ ବନ୍ଦିତା ତ୍ରିପାଠୀ

 ଭୁବନେଶ୍ୱର /୦୯/୧୧/୨୩ ( ସ୍ୱତନ୍ତ୍ର ନ୍ୟୂଜ଼ )Som Roy Foundation ତରଫରୁ ଆୟୋଜିତ "ମାଟି ଗୌରବ


ସମ୍ମାନ -୨୦୨୩" ଭୁବନେଶ୍ୱର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଯୋଗଦେଲେ ସୃଜନୀ ଓଡ଼ିଶାର ପ୍ରତିଷ୍ଠାତା ତଥା ବିଶିଷ୍ଟ ସମାଜସେବୀ ଶ୍ରୀମତୀ Bandita Trips .



ଏଥିରେ ମୁଖ୍ୟ ଅତିଥି ଭାବେ ଜଟଣୀ ବିଧାୟକ ଶ୍ରୀ ସୁରେଶ ଚଦ୍ର ରାଉତରାୟ, ମୀରା ପରିଡ଼ା,ଏବଂ ଅନ୍ୟ ମଞ୍ଚାସୀନ ଅତିଥି ମାନେ ଉପସ୍ଥିତ ଥିଲେ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe