//BREAKING//
Loading...

ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ତରଫରୁ ଦୀପାବଳୀ ଜରା ନିବାସ ରେ ପାଳିତ।

 


ବ୍ରହ୍ମପୁର ୧୨/୧୧

ବ୍ରହ୍ମପୁର / ( ସ୍ୱତନ୍ତ୍ର ନ୍ୟୁଜ଼ )ପବିତ୍ର ଦୀପାବଳୀ ଅବସରରେ ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ଗଞ୍ଜାମ ଶାଖା ପକ୍ଷରୁ ରାମଚନ୍ଦ୍ରପୁର ସ୍ଥିତ ଜରା ନିବାସ ରେ ଅନ୍ତେବାସୀ ଓ ବସ୍ତି ପିଲାଙ୍କ ସହ ପାଳନ କରାଯାଇଥିଲା। ଏହି ଅବସରରେ ସମସ୍ତଙ୍କୁ ଫଳ, ମିଠା, ବିସ୍କେଟ୍ଟ ବଣ୍ଟନ ସହ ଦୀପ ପ୍ରଜ୍ବଳନ କରାଯାଇଥିଲା।ମହିଳା ମାନଙ୍କୁ ନୂତନ ଶାଢ଼ୀ ବିତରଣ କରାଯାଇଥିଲା ପ୍ରତିଷ୍ଠାନ ର ମୁଖ୍ୟ ସଂଯୋଜକ ତଥା ମହାନ ସଂଘ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଙ୍କ ସମେତ ଶ୍ରୀସଞ୍ଜୟ ମାଝୀ, ଶ୍ରୀମତୀ ନିବେଦିତା ପାଢ଼ୀ, ଅଦ୍ୟାର୍ଶ୍ରି ସାବତ, ଜୟଶ୍ରୀ ସାବତ ପ୍ରମୁଖ ଉପସ୍ଥିତ ଥିଲେ। ମହାନ ସଙ୍ଘ୍ ପକ୍ଷ ରୁ ମଧ୍ୟ ଲାଞ୍ଜିପାଲି ଜରା ନିବାସ ରେ ଦୀପାବଳି ପାଳନ ସହ ଫଳ ବଣ୍ଟନ କରାଯାଇଥିଲା

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe