//BREAKING//
Loading...

ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ସ୍ୱରୂପ ରଞ୍ଜନ ମହାନ୍ତି ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ପାତ୍ରପୁର 8/8/23 ( ସ୍ୱତନ୍ତ୍ର ନ୍ୟୂଜ଼ )ପ୍ରାତ୍ରପୁର ବ୍ଲକ,ପ୍ରାଥମିକ ଶିକ୍ଷକ ସଂଘ( ଏକ୍ସ କେଡର) ତରଫରୁ  ନୂତନ ଭାବେ ଯୋଗ ଦେଇଥିବା ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ସ୍ୱରୂପ ରଞ୍ଜନ ମହାନ୍ତି ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହ ଏକ୍ସ କେଡର ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ବିଶେଷ କରି ଏନ ପି ଏସ / ପ୍ରାନ ନିମ୍ବର କିପରି ଯଥାଶୀଘ୍ର ଆସିବ ସେ ଉପରେ ଆଲୋଚନା କରାଯାଇଥିଲା।ଉକ୍ତ ସମୟେ ଶିକ୍ଷକ ନେତା ଶ୍ରୀ ନିଶାମଣି ପ୍ରଧାନ, ଶିବ ପ୍ରସାଦ ପ୍ରଧାନ, ବେଣୁ ପାଢ଼ୀ, ପିତ ବାସ ପ୍ରଧାନ, ରାଣୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।



Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe