ପାତ୍ରପୁର 7/8/23 (ସ୍ୱତନ୍ତ୍ର ନ୍ୟୂଜ଼ )ପାତ୍ରପୁର ବ୍ଲକରେ ନୂତନ ଭାବେ ନିଯୁକ୍ତି ପାଇଥିବା ଗୋଷ୍ଠି ଶିକ୍ଷା ଅଧକାରୀ ଶ୍ରୀ ସ୍ୱରୂପ ରଞ୍ଜନ ମହାନ୍ତି ଙ୍କୁ ପାତ୍ରପୁର ବ୍ଲକର ମିଳିତ ଶିକ୍ଷକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଗଲା। ମିଳିତ ଶିକ୍ଷକ ସଂଘ ସଭାପତି ତଥା ରାଜ୍ୟ ପ୍ରଥମିକ ଶିକ୍ଷକ ସଂଘ ସଭାପତି ଶ୍ରୀ ରାଜେଶ ମହାନ୍ତି, ମିଳିତ ସଙ୍ଗ ସଂପାଦକ ତଥା ନିଖିଲ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଜିଲ୍ଲା ଉପଦେଷ୍ଟା ଶଶାଙ୍କ ପ୍ରଧାନ, ଶିକ୍ଷକ ନେତା ନିଶାମଣି ପ୍ରଧାନ, ଧାର୍ମ ରାଓ, ପ୍ରଫୁଲ୍ଲ ପାଢ଼ୀ, ଶିଶିର ମହାପାତ୍ର, ସମ୍ପଦ ରାଓ, ଜନ୍ମେଜୟ ସାମନ୍ତ , ପୀତବାସ ପ୍ରଧାନ, ବେଣୁ ପାଢ଼ୀ,ଶିବପ୍ରସାଦ ପ୍ରଧାନ, କେ ସିମଞ୍ଚଳ, ରବି ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।
ନୂତନ ଗୋଷ୍ଟି ଶିକ୍ଷl ଅଧିକାରୀ ଙ୍କୁ ସମ୍ବର୍ଦ୍ଧନା ।
By: SWATANTRA NEWS
0
Post a Comment