//BREAKING//
Loading...

ବିଶାଖାପାଟଣା ଲାଙ୍କିଲାପାଲାମୁ ରେ ତୃତୀୟ ବାର୍ଷିକ ଉତ୍ସବ ପାଳିତ

 ବିଶାଖାପାଟଣା /(ସ୍ୱତନ୍ତ୍ର ନ୍ୟୁଜ଼ )ଲାଙ୍କିଲାପାଲାମୁ





ରେ ତୃତୀୟ ବାର୍ଷିକ ଉତ୍ସବ ଅନୁସାରେ ଶ୍ରୀଧର ସ୍ୱାମୀଜୀଙ୍କ ତତ୍ୟାଵଦନରେ ୧୦୮ ବେଦ ପୁରୋହିତ ମାନଙ୍କୁ ସହଯୋଗରେ ୧୦୮ ଯଜ୍ଞ ହୋମ କୁଣ୍ଡ ପ୍ରସ୍ତୁତ କରାଯାଇ ଚଣ୍ଡୀ ହୋମ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କାଶିମାକଟା ଗୁରୁଜୀ ଏବଂ ଶ୍ରୀଧର ସ୍ୱାମୀଜୀ ରହି ଏହି କାର୍ଯ୍ୟକ୍ରମ ଆୟୋଜିନ କରିଥିଲେ ଏଥିରେ ବିଶାଖାପାଟଣା ଏବଂ ଆଖପାଖ ଅଞ୍ଚଳର ବହୁ ଭକ୍ତ ଉପସ୍ଥିତ ରହି ଅତି ଆଡ଼ମ୍ବର ରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା ପ୍ରଥମେ ଗଣେଶ ପୂଜା, ଗୋ ପୂଜା, ନବଗ୍ରହ ପୂଜା କରାଯାଇ ଶେଷରେ ଚଣ୍ଡୀ ପାଠ ଏବଂ  ହୋମ କରାଯାଇଥିଲା ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe