//BREAKING//
Loading...

ବିଶ୍ବ ହିନ୍ଦୁ ପରିଷଦ (ମହାନଗର) ଓ ବଜରଂଗଦଳର ମିଳିତ ଉଦ୍ୟମରେ ସଫେଇ କାର୍ଯ୍ଯ

 ୧୭/୦୩ ବ୍ରହ୍ମପୁର (ସ୍ୱତନ୍ତ୍ର ନ୍ୟୁଜ଼ )ଶୁକ୍ରବାର ସକାଳ ୮ଘଂଟା ସମୟରେ ସ୍ଥାନୀୟ ଲାଂଜିପଲ୍ଲୀ ସ୍ମଶାନ କୁ ବିଶ୍ବ ହିନ୍ଦୁ ପରିଷଦ (ମହାନଗର) ଓ ବଜରଂଗଦଳର ମିଳିତ ଉଦ୍ୟମରେ ସଫେଇ କାର୍ଯ୍ଯ ବହୁ ଜନାଦ୍ରୁତ ଭାବେ ଅନୁଷ୍ଠିତ ହୋଇଯାଇଛି। ବି. ହି. ପରିଷଦ ମହାନଗର ସଭାପତି ଡାଃ ରବିନାରାୟଣ ବେହେରାଙ୍କ ନେତ୍ରୁତ୍ଵ ଓ ବଜରଂଗଦଳର ଜିଲ୍ଲା ସଂଯୋଜକ ବଳରାମ  ମହାରଣାଂକ ସଂଯୋଜନାରେ ,ତଥା ବ. ଦ. ମହାନଗର ସଂଯୋଜକ ନନ୍ଦ କୁମାର ସାହୁଂକ ସହଯୋଗରେ,ଜୟନ୍ତ ମିଶ୍ର, ଇଂ ସିମାଂଚଳ ଦାଶ, ବିଶ୍ବନାଥ ପାଢୀ(ବରିଷ୍ଠ ସଦସ୍ଯ) ବିଜୟ ପାଢୀ, ପ୍ର.ଭାସ୍କର ପାଢୀ, କ୍ରୁଷ୍ଟଚନ୍ଦ ବେହେରା, ଶଂକର ପାଣିଗ୍ରାହୀ, ପ୍ରଶାନ୍ତ ମୁଦୁଲି, ବସନ୍ତ ପଟନାୟକ, ଉଷାରାଣୀ ପଟନାଯକ,ଗୌରୀ ମହାନ୍ତି,କ୍ରିଷ୍ଟା ପାତ୍ରଂକ ସମେତ ବହୁ ବୁଦ୍ଧିଜିବୀ, ସମାଜସେବୀ ମାନେ ଏହି ଜନସେବା କାର୍ଯକ୍ରମରେ ଯୋଗଦେଇଥିଲେ  ।


Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe