//BREAKING//
Loading...

ଅନୁଗୋଳ ଜିଲ୍ଲା ରେ ଧୁମ ଧାମ ରେ ପାଳିତ ହେଉଛି ଯୀଶୁ ଙ୍କ ଜନ୍ମ ଦିନ



 ଅନୁଗୋଳ  26/12/22 (ସ୍ୱତନ୍ତ୍ର ନ୍ୟୁଜ଼ )

            ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ଦଣ୍ଡ ସିଂହା ଗ୍ରାମ ରେ ଧୁମ ଧାମ ରେ ପାଳିତ ହେଉଛି ଯୀଶୁ ଙ୍କ ଜନ୍ମ ଦିନ ଏହି ଉତ୍ସବ ରେ ମୁକ୍ତି ର ପଥ ମୋଣ୍ଡଳି ଯୀଶୁ ଖ୍ରୀଷ୍ଟ ଙ୍କ ଜନ୍ମ ଦିନ ବହୁ ଆଗରୁ ପାଳିତ କରି ଆସୁଛନ୍ତି ଏହି ଜନ୍ମ ଦିନ ରେ ଅନେକ ଲୋକ ଅନେକ ଗ୍ରାମ ରୁ ଆସି ଯୀଶୁ ଖ୍ରୀଷ୍ଟ ଙ୍କ ଜନ୍ମ ଦିନ ରେ ଯୋଗ ଦାନ ଦେଇ ଯୀଶୁ ଖ୍ରୀଷ୍ଟ ଙ୍କ ପ୍ରଶଂସା ଓ ଧନ୍ୟବାଦ ଅର୍ପଣ କରୁଛନ୍ତି ଏହି ଚର୍ଚ୍ଚ ର ମୁଖ୍ୟ ରେଭେନ୍ସ ସଞ୍ଜୟ କୁମାର ବେହେରା ଙ୍କ ସହ ଅନେକ ବିଶ୍ବାସି ଯୀଶୁ ଖ୍ରୀଷ୍ଟ ଙ୍କ ଜନ୍ମ ଦିନ ରେ ଯୋଗ ଦେଇ ବଡ ଧୋମ ଧାମ ରେ ପାଳିତ କରୁଛନ୍ତି

ଅନୁଗୋଳ ରୁ ରାଜେଶ ମୁଖି ଙ୍କ ରିପୋର୍ଟ

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe