ବ୍ରହ୍ମପୁର (ସ୍ୱତନ୍ତ୍ର ନ୍ୟୂଜ଼ ) ତା-୨୬/୧୦/୨୦୨୨ରିଖ,ବୁଧବାର ସନ୍ଧ୍ୟା ୫:୦୦ଘଣ୍ଟା ସମୟରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ତଥା ବାପୁଜୀ ଆଶ୍ରମ ଠାରେ ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ନୂତନ ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖାର୍ଗେ ଙ୍କୁ ଅଭିନନ୍ଦନ ଜଣେଇବା ସହ ମିଠା ବଣ୍ଟନ କରି ଉତ୍ସବ କରିଥିଲେ। ଉକ୍ତ କାର୍ଯ୍ୟକ୍ରମଟି ଜିଲ୍ଲା ସଭାପତି ତଥା ସାନଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନାଙ୍କ ଆହ୍ୱାନ କ୍ରମେ, ଉପସଭାପତି ଶ୍ରୀ ମହେଶ୍ବର ପାତ୍ର ଓ ସଂପାଦକ ଏସ.ଦଣ୍ଡପାଣି ପାତ୍ର ଙ୍କ ଉପସ୍ଥିତ ରେ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଯୁବ କଂଗ୍ରେସ ସଭାପତି ଶ୍ରୀମାନ ସନାତନ ସାହୁ, ବରିଷ୍ଠ ନେତା ଶ୍ରୀ ଶଙ୍କର ଅଧିକାରୀ,ରୁଙ୍ଗେଇଲୁଣ୍ଡା ବ୍ଲକ ସଭାପତି w. ଵାଲାକ୍ରିଷ୍ଣା, ପିସିସି ସଦସ୍ୟ ଶ୍ରୀ ଭୋକାଲି ସେଠୀ ,ଏସ ନାଗଭୂଷଣ ରାଓ , ମହିଳା ନେତ୍ରୀ ଶୁଭାସିନୀ ପଟ୍ଟନାୟକ,ଗୌରୀ ସାହୁ,ପୂର୍ଣ୍ଣ ଚନ୍ଦ୍ର ରଣା, ସମେତ ଯୁବ ଓ ଛାତ୍ର ନେତା ,ସମସ୍ତ କର୍ମୀ ଉପସ୍ଥିତ ରହି ବହୁ ଆଡ଼ମ୍ବରରେ ପାଳନ କରିଥିଲେ।

Post a Comment