//BREAKING//
Loading...

ବ୍ରହ୍ମପୁର ରେ ଲାକମି ସେଲୁନ ଉଦଘାଟିତ ।


 



ବ୍ରହ୍ମପୁର--ବ୍ରହ୍ମପୁର ୨୮/୯/୨୨ ( ସ୍ୱତନ୍ତ୍ର ନ୍ୟୂଜ଼ )ଗାନ୍ଧିନଗର ଦ୍ଵିତୀୟ ଲାଇନ ରେ ଲାକମି ସେଲୁନ ବୁଧବାର ଉଦଘାଟିତ ହୋଇଯାଇଛି । ଏହାକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ,ବିଧାୟକ ବିକ୍ରମ ପଣ୍ଡା ଓ ମେୟର ସଂଘମିତ୍ରା ଦଳେଇ ମିଳିତ ଭାବେ ଉପସ୍ଥିତ ରହି ସେଳୁନ କୁ ଉଦଘାଟନ କରିଛନ୍ତି । ଗଂଜାମ ଜିଲ୍ଲାର ଏକମାତ୍ର ୟୁନିସେକ୍ସ ଲାକମି ସେଳୁନ ଭାବେ ଶୁଭାରମ୍ଭ ହୋଇଥିବା ଏହି ସେଲୁନଟିର ଅଚ୍ୟୁତାନନ୍ଦ ସାହୁ ମାଲିକ ଅଛନ୍ତି । ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ସବୁ ପ୍ରକାର ମେକଅପ ବ୍ୟବସ୍ଥା ରହିଛି । ଏହା ବ୍ୟତୀତ ବାହାଘର ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି । ବ୍ରହ୍ମପୁର ସହରର ଗାନ୍ଧିନଗରରେ ଏହା ଆରମ୍ଭ ହୋଇଥିବାରୁ ଲୋକଙ୍କ ପ୍ରବଳ ଆଗ୍ରହ ରହିଛି । ଉଦଘାଟନ ବେଳେ ସାଂସଦ,ବିଧାୟକ ଓ ମେୟର ସେଲୁନରେ ବସି କଣ କଣ ସୁବିଧା ରହିଛି ବୁଲି ଦେଖିଥଲେ ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe