କୁକୁଡାଖଣ୍ଡି /18/9/22( ସ୍ୱତନ୍ତ୍ର ନ୍ୟୂଜ଼ )ବିଜେଡିର ବରିଷ୍ଠ ନେତା , ଆଗ ଧାଡ଼ିର ବିଜୁ ପରିବାର ସଦସ୍ୟ ତଥା ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଓ ବିଜେଡି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପ୍ରତିଷ୍ଠିତ ସମାଜସେବୀ କୈଳାସ ବିଷୋୟୀଙ୍କୁ କୁକୁଡାଖଣ୍ଡି ବ୍ଲକ ବିଜେଡି ଉପସଭାପତି ରୂପେ ଚୟନ କରାଯାଇଛି l ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l ଆଗାମୀ ଦିନରେ ଦଳୀୟ ଶୃଙ୍ଖଳା ମାନି ଯୁବ ଓ ଛାତ୍ର ସମେତ ଦଳକୁ ସଦୃଢ଼ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିବେ ବୋଲି ସେ କହିଛନ୍ତି l ଏଥି ନିମନ୍ତେ ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର,ଜିଲ୍ଲା ବିଜେଡି ସଭାପତି ଡା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ର,ବ୍ଲକ ଅଧକ୍ଷ କାମାକ୍ଷ ପ୍ରସାଦ ପାତ୍ର,ବ୍ଲକ ଉପାଧ୍ୟକ୍ଷ ବିଷ୍ଣୁପ୍ରିୟା ପାତ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି.
ବ୍ରହ୍ମପୁର. ଗଞ୍ଜାମ
ରିପୋର୍ଟ :ଶ୍ରୀକାନ୍ତ କୁମାର ବେହେରା
Post a Comment