//BREAKING//
Loading...

ଜ୍ୟୋତିକୃଷ୍ଣ ପାତ୍ର ଓଡିଶା ସିଭିଲ ସର୍ଭିସ ପରୀକ୍ଷା ରେ ୧୮ ତମ ରାଙ୍କ।

ଜ୍ୟୋତିକୃଷ୍ଣ ପାତ୍ର ଓଡିଶା ସିଭିଲ ସର୍ଭିସ ପରୀକ୍ଷା ରେ ୧୮ ତମ ରାଙ୍କ।




ବ୍ରହ୍ମପୁର ୨୯/୦୫/୨୬ ( ସ୍ୱତନ୍ତ୍ର ନ୍ୟୁଜ଼) ଓଡିଶା ସିଭିଲ ସର୍ଭିସ ପରୀକ୍ଷା ରେ ୧୮ ତମ ରାଙ୍କ ରଖି ସଫଳ ହୋଇଛନ୍ତି ବ୍ରହ୍ମପୁର ନିକଟ ବଡକୁଶସ୍ଥଳୀର ଜ୍ୟୋତିକୃଷ୍ଣ ପାତ୍ର। ଅବସର ସୈନିକ ଶ୍ରୀ ରାଜେନ୍ଦ୍ର କୁମାର ପାତ୍ର ଓ ଆଡ଼ଭୋକେଟ ନମିତା ପାତ୍ର ଙ୍କ ପୁଅ ଜ୍ୟୋତିକୃଷ୍ଣ। ରଙ୍ଗେଇଲୁଣ୍ଡା ବ୍ଲକ ବଡକୁଶସ୍ଥଳୀର ଜ୍ୟୋତି କ୍ରିଷ୍ଣା ପାତ୍ର OCS ପରୀକ୍ଷାରେ ରାଜ୍ୟରେ ୧୮ତମ ସ୍ଥାନ ଅଧିକାର କରି କୃତିତ୍ୱ ଅର୍ଜନ କରିଛନ୍ତି। ସେ ଅଧୁନା ଓଆରଏସ ରେ ଟିଆରଓ ଭାବେ କାର୍ଯ୍ୟ କରୁଛନ୍ତି। ଜ୍ୟୋତି ଙ୍କ ଏହି ସଫଳତା ଜେଜେ ବାପା ହରି ହର ପାତ୍ର ଜେଜେ ମା ହେମ ପାତ୍ର ଅଜା ମଧୁ ସୁଦନ ଜେନା ଆଇ ଲଷ୍ମୀ ଜେନା ମାମୁ ପୁରଭି ଜେନା ପରିବାର ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ସୃଷ୍ଟି କରିଛି।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe