//BREAKING//
Loading...

ହ୍ୱିଜଡମ୍ ଇନଷ୍ଟିଟ୍ୟୁଟ ପ୍ରାଙ୍ଗଣରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ।

 





ବ୍ରହ୍ମପୁର ( ସ୍ୱତନ୍ତ୍ର ନ୍ୟୁଜ଼ )୨୪/୦୫/୨୦୨୬ ରେ ହ୍ୱିଜଡମ୍ ଇନଷ୍ଟିଟ୍ୟୁଟ ପ୍ରାଙ୍ଗଣରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ବ୍ରହ୍ମପୁର ଡେଣ୍ଟାଲ କ୍ଲିନିକର ମୁଖ୍ୟ ଡାକ୍ତର ଦିବ୍ୟାନୀ ଦେବ ଉଦ୍ଘାଟନ କରିଥିଲେ। ହ୍ୱିଜଡମ୍‌ର ନିର୍ଦ୍ଦେଶକ ପ୍ରଜ୍ଞାନ ରଞ୍ଜନ ଦାଶଙ୍କ ତତ୍ତ୍ୱାବଧାନରେ ଏହି ଶିବିର ପରିଚାଳିତ ହୋଇଥିଲା 



ଏଥିରେ ଅନୁଷ୍ଠାନର ପୂର୍ଣ୍ଣଚନ୍ଦ୍ର ପ୍ରହରାଜ, ସୃଷ୍ଟିଲତା ପାତ୍ର, ଦିବ୍ୟାଞ୍ଜଳି ରାଓ ପ୍ରମୁଖ ସହଯୋଗ କରିଥିଲେ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe