ବ୍ରହ୍ମପୁର ( ସ୍ୱତନ୍ତ୍ର ନ୍ୟୁଜ଼ )ଆଜି ତା ୧୭.୧୨.୨୦୨୪ନିଖିଳ ଓଡିଶା ପନ୍ଦର। ସମାଜ ଏବଂ ଗଞ୍ଜାମ ଜ଼ିଲ୍ଲା ପନ୍ଦର। ସମାଜ ତରଫରୁ ଖେମୁଣ୍ଡି ତାଲୂକା ପନ୍ଦରା ସମାଜ କଠୋଘର ଠାରେ ପୁରସ୍କାର ବିତରଣ ଉତ୍ସବ ସହ କୁଳ ବେହରାଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକରେ ପ୍ରାଦେଶିକ ସଭାପତି ଶ୍ରୀ ଅମର କୁମାର ବେହେରା ମୁଖ୍ୟ ଅତିଥି ସମ୍ପାଦକ ଶ୍ରୀ ଚନ୍ଦ୍ରଶେଖର ବାଡତ୍ୟା, ଯୋଜନା ଆୟଗାଅଧକ୍ଷ ଶ୍ରୀ ପୂର୍ଣଚନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ଅଶୋକ ବାଡତ୍ୟ୍। ସମ୍ପାଦକ ଶ୍ରୀ ପ୍ରମୋଦ ବାଡତ୍ୟ୍। ଅଧକ୍ଷ ଶ୍ରୀ ଜଗନ୍ନାଥ ବାଡତ୍ୟା କୋଷାଧକ୍ଷ ଶ୍ରୀ ସନ୍ତୋଷ ବାଡ଼ତ୍ୟା ଏବଂ ୨୦ ଖଣ୍ଡ ତାଲୁକାର ସମସ୍ତ କର୍ମକର୍ତ୍ତା, ସମସ୍ତ ପଂଚାୟତ କର୍ମକର୍ତ୍ତା ଏବଂ ସମସ୍ତ ବେହେରା ଅଂଶଗ୍ରହଣ କରିଥିଲେ। ଏହି ସଭାରେ ଦଶମ ଶ୍ରେଣୀ ଠାରୁ ତଦୁର୍ଦ୍ଧ ଶ୍ରେଣୀ ବୋର୍ଡ଼ ପରୀକ୍ଷା ରେ ୬୦% ରୁ ଅଧିକ ରଖିଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରିବା ସଂଗେ ସଙ୍ଗେ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଦ୍ଵିତୀୟ ପର୍ଯ୍ୟ।ୟରେ କୁଳ ବେହେରା ମାନଙ୍କ କୁଳ ପୂଜାର ସମସ୍ତ ଅଧିକାର ସହ ଉପଯୁକ୍ତ ସମ୍ମାନର ଅଧିକାର ଦେବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇ ଥିଲା।
Post a Comment