ବ୍ରହ୍ମପୁର :- ( ସ୍ୱତନ୍ତ୍ର ନ୍ୟୂଜ଼ )ଓଡିଶା 2/97 ନାଭାଲ ସାଙ୍ଗ ମାନଙ୍କର ବନ୍ଧୁ ମିଳଳ ସମାରୋହ ଗୋପାଳପୁର ରେ 24 ଆଣ୍ଡ 25 Aug ରେ ହୋଇଯାଇଅଛି. ଉତ୍କ ସମାରୋହରେ ଓଡିଶା ର ବିଭିନ୍ନ ସ୍ଥାନ ରୁ 26 ଜଣ naval ଭେଟେରାନ ନିଜ family ସହିତ ଯୋଗ ଦେଇଥିଲେ. ନିଜ ନିଜ ର ପୁରୁଣା ସ୍ମୁତି ଙ୍କୁ ମାନେ ପକାଇ, ନିଜକୁ ଇଣ୍ଡିଆନ ନବ୍ୟ ର ଅଭିନ୍ନ ଅଙ୍ଗ ଭାବେ ଗୌରବିତ ମାନେ କରିଥିଲେ. ବ୍ରହ୍ମପୁର ର ପ୍ରତିଷ୍ଠା ଦେବି ମା ତାରାତାରିଣୀ ଏବଂ ମା ଭୈରବୀ ଙ୍କୁ ଦର୍ଶନ କରିଥିଲେ. Naval ଭେଟେରାନ ଜଗଜୀବନ, ସୁଧାକର ଏବଂ ଭଗବାନ ଏହାକୁ ପରିଚାଳନା କରିଥିଲେ.
ନାଭାଲ ସାଙ୍ଗ ମାନଙ୍କର ବନ୍ଧୁ ମିଳଳ ସମାରୋହ ଅନୁଷ୍ଠିତ.
By: SWATANTRA NEWS
0
Post a Comment